୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ୧୦ ରାଜ୍ୟର ୫୪ ଜଣ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ମୋଦି କହିଛନ୍ତି ଯେ, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ କଥା ଶିଖାଇଛି ନିରନ୍ତର ପରିବର୍ତ୍ତନ ଜରୁରୀ । ଭୂତାଣୁ ରୂପ ପରିବର୍ତ୍ତନ କରୁଛି । ସେହିଭଳି ଆମ ଯୋଜନା ବଦଳିବା ସହ ବଳିଷ୍ଠ ହେବା ଦରକାର । […]

  • ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ୧୦ ରାଜ୍ୟର ୫୪ ଜଣ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ମୋଦି କହିଛନ୍ତି ଯେ, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ କଥା ଶିଖାଇଛି ନିରନ୍ତର ପରିବର୍ତ୍ତନ ଜରୁରୀ । ଭୂତାଣୁ ରୂପ ପରିବର୍ତ୍ତନ କରୁଛି । ସେହିଭଳି ଆମ ଯୋଜନା ବଦଳିବା ସହ ବଳିଷ୍ଠ ହେବା ଦରକାର ।

କରୋନାର ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଓ ଛୁଆଙ୍କ ପ୍ରତି ଚିନ୍ତା ବଢ଼ିଛି। ଆପଣମାନେ ଗ୍ରାଉଣ୍ଡରେ କାମ କରୁଥିବା ଯୋଗୁଁ ଏହି ଚିନ୍ତାରୁ ମୁକ୍ତି ତ ମିଳିଛି । କିନ୍ତୁ ଆଗକୁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆହୁରି ପଢ଼ନ୍ତୁ: ୧୨ ମାସରେ ୧୩ ଥର ରିଚାର୍ଜ; ପ୍ରିପେଡ୍ ମୋବାଇଲ୍ ‘ଲୁଟ୍’ ନେଇ ସଂସଦରେ ଗର୍ଜିଲେ ରାଘବ ଚଢା

ଆଲୋଚନା ବେଳେ ଭ୍ୟାକ୍ସିନ୍ ଅପଚୟ ରୋକିବା, ସମ୍ବେଦନଶୀଳତାର ସହ ସମସ୍ୟା ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଟିକାକରଣରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ପରାମର୍ଶ ନେଇ ରଣନୀତି ପ୍ରସ୍ତୁତ ହେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସହ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ଉତ୍ତରପ୍ରଦେଶ ଓ ପୁଡୁଚେରୀ ଆଦି ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

20 May 2021 By The Sakala

୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ୧୦ ରାଜ୍ୟର ୫୪ ଜଣ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ମୋଦି କହିଛନ୍ତି ଯେ, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ କଥା ଶିଖାଇଛି ନିରନ୍ତର ପରିବର୍ତ୍ତନ ଜରୁରୀ । ଭୂତାଣୁ ରୂପ ପରିବର୍ତ୍ତନ କରୁଛି । ସେହିଭଳି ଆମ ଯୋଜନା ବଦଳିବା ସହ ବଳିଷ୍ଠ ହେବା ଦରକାର ।

କରୋନାର ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଓ ଛୁଆଙ୍କ ପ୍ରତି ଚିନ୍ତା ବଢ଼ିଛି। ଆପଣମାନେ ଗ୍ରାଉଣ୍ଡରେ କାମ କରୁଥିବା ଯୋଗୁଁ ଏହି ଚିନ୍ତାରୁ ମୁକ୍ତି ତ ମିଳିଛି । କିନ୍ତୁ ଆଗକୁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଲୋଚନା ବେଳେ ଭ୍ୟାକ୍ସିନ୍ ଅପଚୟ ରୋକିବା, ସମ୍ବେଦନଶୀଳତାର ସହ ସମସ୍ୟା ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଟିକାକରଣରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ପରାମର୍ଶ ନେଇ ରଣନୀତି ପ୍ରସ୍ତୁତ ହେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସହ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କେରଳ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ଉତ୍ତରପ୍ରଦେଶ ଓ ପୁଡୁଚେରୀ ଆଦି ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ।

https://www.thesakala.in/national-international/pm-modi-virtual-meetings-with-54-collector-of-10-states/article-2307
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର