କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ମିଳିଲା ଅନୁମତି , ଜାଣନ୍ତୁ କେଉଁଠି ….

The Sakala Picture
Published On

ଫିଲିପାଇନ୍ସ: ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ଅନୁମତି ମିଳିଲା। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। କମ୍ପାନୀ ଡକ୍ୟୁମେଣ୍ଟାରୀ ଆବଶ୍ୟକତା ପୂରଣ କରିବା ପରେ ଭାରତ ବାୟୋଟେକ କୋଭାକ୍ସିନ ପାଇଁ ‘ସମ୍ପୂର୍ଣ୍ଣ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ’ ଗ୍ରହଣ କରିଛି। ଖାଦ୍ୟ ଏବଂ ଔଷଧ ପ୍ରଶାସନର ମୁଖ୍ୟ ରୋଲାଣ୍ଡୋ ଏ ନେଇ ସୂଚନା ପ୍ରଦାନ […]

ଫିଲିପାଇନ୍ସ: ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ଅନୁମତି ମିଳିଲା। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। କମ୍ପାନୀ ଡକ୍ୟୁମେଣ୍ଟାରୀ ଆବଶ୍ୟକତା ପୂରଣ କରିବା ପରେ ଭାରତ ବାୟୋଟେକ କୋଭାକ୍ସିନ ପାଇଁ ‘ସମ୍ପୂର୍ଣ୍ଣ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ’ ଗ୍ରହଣ କରିଛି। ଖାଦ୍ୟ ଏବଂ ଔଷଧ ପ୍ରଶାସନର ମୁଖ୍ୟ ରୋଲାଣ୍ଡୋ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

25 Jun 2021 By The Sakala

କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ମିଳିଲା ଅନୁମତି , ଜାଣନ୍ତୁ କେଉଁଠି ….

ଫିଲିପାଇନ୍ସ: ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ଅନୁମତି ମିଳିଲା। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। କମ୍ପାନୀ ଡକ୍ୟୁମେଣ୍ଟାରୀ ଆବଶ୍ୟକତା ପୂରଣ କରିବା ପରେ ଭାରତ ବାୟୋଟେକ କୋଭାକ୍ସିନ ପାଇଁ ‘ସମ୍ପୂର୍ଣ୍ଣ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ’ ଗ୍ରହଣ କରିଛି। ଖାଦ୍ୟ ଏବଂ ଔଷଧ ପ୍ରଶାସନର ମୁଖ୍ୟ ରୋଲାଣ୍ଡୋ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର