ଏଣିକି ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଭୋଗିବାକୁ ପଡିବ ମୃତ୍ୟୁଦଣ୍ଡ

The Sakala Picture
Published On

ଭୋପାଳ: ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ । ବିଷାକ୍ତ ମଦ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ମଧ୍ୟପ୍ରଦେଶ ସରକାର ନେଇଛନ୍ତି କଡ଼ା ଆଭିମୁଖ୍ୟ । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମଧ୍ୟପ୍ରଦେଶରେ ଦଣ୍ଡବିଧାନ ଆହୁରି କଠୋର ହୋଇଛି । ସମ୍ପ୍ରତି ଏଭଳି ଘଟଣା ପାଇଁ ଅଭିଯୁକ୍ତକୁ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି । ତେବେ ଏଣିକି ବିଷାକ୍ତ ମଦମୃତ୍ୟୁ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କିମ୍ବା […]

ଭୋପାଳ: ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ । ବିଷାକ୍ତ ମଦ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ମଧ୍ୟପ୍ରଦେଶ ସରକାର ନେଇଛନ୍ତି କଡ଼ା ଆଭିମୁଖ୍ୟ । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମଧ୍ୟପ୍ରଦେଶରେ ଦଣ୍ଡବିଧାନ ଆହୁରି କଠୋର ହୋଇଛି । ସମ୍ପ୍ରତି ଏଭଳି ଘଟଣା ପାଇଁ ଅଭିଯୁକ୍ତକୁ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି । ତେବେ ଏଣିକି ବିଷାକ୍ତ ମଦମୃତ୍ୟୁ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯିବ।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

ମଙ୍ଗଳବାର ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ପ୍ରଦେଶ ସରକାର ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂଶୋଧିତ ବିଲ୍‌ର ଡ୍ରାଫ୍ଟକୁ ମଞ୍ଜୁରି ମିଳିଛି । ଏଥିରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇପାରେ । ଜୋରିମାନା ପରିମାଣ ମଧ୍ୟ ୨୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହାଛଡ଼ା ବେଆଇନ ମଦ ବିକ୍ରିକୁ ଧରିବାକୁ ଯାଉଥିବା ଅବକାରୀ ଟିମ୍ କିମ୍ବା ଅନ୍ୟ ଅନୁସନ୍ଧାନକାରୀ ଦଳ ଉପରେ ଆକ୍ରମଣ ମାମଲାରେ ବର୍ତ୍ତମାନ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳିବ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

03 Aug 2021 By The Sakala

ଏଣିକି ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଭୋଗିବାକୁ ପଡିବ ମୃତ୍ୟୁଦଣ୍ଡ

ଭୋପାଳ: ବିଷାକ୍ତ ତଥା ଅପମିଶ୍ରିତ ମଦ ବିକ୍ରି କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ । ବିଷାକ୍ତ ମଦ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ମଧ୍ୟପ୍ରଦେଶ ସରକାର ନେଇଛନ୍ତି କଡ଼ା ଆଭିମୁଖ୍ୟ । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମଧ୍ୟପ୍ରଦେଶରେ ଦଣ୍ଡବିଧାନ ଆହୁରି କଠୋର ହୋଇଛି । ସମ୍ପ୍ରତି ଏଭଳି ଘଟଣା ପାଇଁ ଅଭିଯୁକ୍ତକୁ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି । ତେବେ ଏଣିକି ବିଷାକ୍ତ ମଦମୃତ୍ୟୁ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯିବ।

ମଙ୍ଗଳବାର ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ପ୍ରଦେଶ ସରକାର ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂଶୋଧିତ ବିଲ୍‌ର ଡ୍ରାଫ୍ଟକୁ ମଞ୍ଜୁରି ମିଳିଛି । ଏଥିରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇପାରେ । ଜୋରିମାନା ପରିମାଣ ମଧ୍ୟ ୨୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହାଛଡ଼ା ବେଆଇନ ମଦ ବିକ୍ରିକୁ ଧରିବାକୁ ଯାଉଥିବା ଅବକାରୀ ଟିମ୍ କିମ୍ବା ଅନ୍ୟ ଅନୁସନ୍ଧାନକାରୀ ଦଳ ଉପରେ ଆକ୍ରମଣ ମାମଲାରେ ବର୍ତ୍ତମାନ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର