ଦୁର୍ଘଟଣା ରୋକିବା ପାଇଁ ଲୋକମାନେ ମଝିରାସ୍ତାରେ ପୋତିଲେ କଦଳୀ ଗଛ

The Sakala Picture
Published On

ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଜୀବନ ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ସସମ୍ଭଙ୍କୁ ଚକିତ କରିଦିଏ । ଏଭଳି ଏକ ଅର୍ଯ୍ୟ ଘଟଣା ଆମେରିକାର ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଏଠାର ଏକ ବ୍ୟସ୍ତବହୁଳ ସଡ଼କ ମଝିରେ କଦଳୀ ଗଛଟିଏ ପୋତା ଯାଇଛି । ସବୁଠାରୁ ବଡ଼ କଥା ହେଉଛି, ରାସ୍ତା ମଝିରେ ପୋତା ଯାଇଥିବା ଏହି ଗଛ ଯୋଗୁଁ କାହାର କିଛି କ୍ଷତି ହେଉନାହିଁ ବରଂ ଲୋକମାନେ ଏହାଦ୍ବାରା ସଚେତନ ହୋଇପାରୁଛନ୍ତି । […]

ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଜୀବନ ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ସସମ୍ଭଙ୍କୁ ଚକିତ କରିଦିଏ । ଏଭଳି ଏକ ଅର୍ଯ୍ୟ ଘଟଣା ଆମେରିକାର ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଏଠାର ଏକ ବ୍ୟସ୍ତବହୁଳ ସଡ଼କ ମଝିରେ କଦଳୀ ଗଛଟିଏ ପୋତା ଯାଇଛି । ସବୁଠାରୁ ବଡ଼ କଥା ହେଉଛି, ରାସ୍ତା ମଝିରେ ପୋତା ଯାଇଥିବା ଏହି ଗଛ ଯୋଗୁଁ କାହାର କିଛି କ୍ଷତି ହେଉନାହିଁ ବରଂ ଲୋକମାନେ ଏହାଦ୍ବାରା ସଚେତନ ହୋଇପାରୁଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ବାସ୍ତବରେ, ରାସ୍ତାଟିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି କାରଣରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା | ଖବର ଅନୁଯାୟୀ, ଫ୍ଲୋରିଡାର ଫୋର୍ଟ ମାୟର୍ସର ହୋଣ୍ଡା ଡ୍ରାଇଭ ନିକଟସ୍ଥ ରାସ୍ତାଟି ଖାଲଖମାରେ ଭର୍ତ୍ତି । ସ୍ଥାନୀୟ ଲୋକେ ଏଦିଗରେ ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ରାସ୍ତାରେ ଥିବା ଏକ ବଡ଼ ଗର୍ତ୍ତରେ କଦଳୀ ଗଛ ପୋତି ଦେଲେ । ଏପରି କରିବାର ଉଦ୍ଦେଶ୍ୟ ହେଉଛି, ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଏବଂ ଯାତ୍ରୀମାନଙ୍କୁ ସଚେତନ କରିବା । ଏହାଦ୍ବାରା ଦୁର୍ଘଟଣା ମଧ୍ୟ ରୋକା ଯାଇପାରୁଛି । ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ଲୋକେ ରାସ୍ତା ମଝିରେ କଦଳୀ ଗଛ ଲଗାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

28 Sep 2021 By The Sakala

ଦୁର୍ଘଟଣା ରୋକିବା ପାଇଁ ଲୋକମାନେ ମଝିରାସ୍ତାରେ ପୋତିଲେ କଦଳୀ ଗଛ

ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଜୀବନ ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ସସମ୍ଭଙ୍କୁ ଚକିତ କରିଦିଏ । ଏଭଳି ଏକ ଅର୍ଯ୍ୟ ଘଟଣା ଆମେରିକାର ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଏଠାର ଏକ ବ୍ୟସ୍ତବହୁଳ ସଡ଼କ ମଝିରେ କଦଳୀ ଗଛଟିଏ ପୋତା ଯାଇଛି । ସବୁଠାରୁ ବଡ଼ କଥା ହେଉଛି, ରାସ୍ତା ମଝିରେ ପୋତା ଯାଇଥିବା ଏହି ଗଛ ଯୋଗୁଁ କାହାର କିଛି କ୍ଷତି ହେଉନାହିଁ ବରଂ ଲୋକମାନେ ଏହାଦ୍ବାରା ସଚେତନ ହୋଇପାରୁଛନ୍ତି ।

ବାସ୍ତବରେ, ରାସ୍ତାଟିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି କାରଣରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା | ଖବର ଅନୁଯାୟୀ, ଫ୍ଲୋରିଡାର ଫୋର୍ଟ ମାୟର୍ସର ହୋଣ୍ଡା ଡ୍ରାଇଭ ନିକଟସ୍ଥ ରାସ୍ତାଟି ଖାଲଖମାରେ ଭର୍ତ୍ତି । ସ୍ଥାନୀୟ ଲୋକେ ଏଦିଗରେ ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ରାସ୍ତାରେ ଥିବା ଏକ ବଡ଼ ଗର୍ତ୍ତରେ କଦଳୀ ଗଛ ପୋତି ଦେଲେ । ଏପରି କରିବାର ଉଦ୍ଦେଶ୍ୟ ହେଉଛି, ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଏବଂ ଯାତ୍ରୀମାନଙ୍କୁ ସଚେତନ କରିବା । ଏହାଦ୍ବାରା ଦୁର୍ଘଟଣା ମଧ୍ୟ ରୋକା ଯାଇପାରୁଛି । ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ଲୋକେ ରାସ୍ତା ମଝିରେ କଦଳୀ ଗଛ ଲଗାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର