ମହାରାଷ୍ଟ୍ର: ଛାତରୁ ସ୍ଲାବ ଖସି ୭ ଜଣଙ୍କର ମୃତ୍ୟୁ

The Sakala Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।  ପାଞ୍ଚ ମହଲା ବିଲଡିଂରୁ ସ୍ଲାବ୍ ଖସିବା ଫଳରେ ଚାପି ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛଇ।  ଆଉ ୪ରୁ ୫ଜଣ ଚାପି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ,  ଏକ କୋଠାର ପଞ୍ଚମ ମହଲାର ସ୍ଲାବ୍ ହଠାତ୍ ଖସି ପଡ଼ିଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ଓ ଏନଡିଆରଏଫ୍ […]

ମହାରାଷ୍ଟ୍ର: ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।  ପାଞ୍ଚ ମହଲା ବିଲଡିଂରୁ ସ୍ଲାବ୍ ଖସିବା ଫଳରେ ଚାପି ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛଇ।  ଆଉ ୪ରୁ ୫ଜଣ ଚାପି ହୋଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ସୂଚନା ଅନୁଯାୟୀ,  ଏକ କୋଠାର ପଞ୍ଚମ ମହଲାର ସ୍ଲାବ୍ ହଠାତ୍ ଖସି ପଡ଼ିଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ । ୭ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର