ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ, ୨୩ ଯାତ୍ରୀ ଉଦ୍ଧାର

The Sakala Picture
Published On

ନୂଆଦିଲ୍ଲୀ: ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ। ରବିବାର ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ପ୍ଳେନ୍ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୨୩ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଉଛି। ଏବେ ଦୁର୍ଘଟଣାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ତାଞ୍ଜାନିଆାର ବେସରକାରୀ ବିମାନ କମ୍ପାନୀ ପ୍ରିସିସନ ଏୟାରର ବିମାନ ପିଡବ୍ଲୁ ୪୯୪ ବିମାନ ଓ୍ବାଞ୍ଜା ରୁ ବୁକୋବା ଯାଉଥିଲା ଏବଂ ଏଥିରେ ୪୯ […]

ନୂଆଦିଲ୍ଲୀ: ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ। ରବିବାର ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ପ୍ଳେନ୍ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୨୩ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଉଛି। ଏବେ ଦୁର୍ଘଟଣାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍, ସୀମା ପୁନଃନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ

ସୂଚନା ଅନୁଯାୟୀ, ତାଞ୍ଜାନିଆାର ବେସରକାରୀ ବିମାନ କମ୍ପାନୀ ପ୍ରିସିସନ ଏୟାରର ବିମାନ ପିଡବ୍ଲୁ ୪୯୪ ବିମାନ ଓ୍ବାଞ୍ଜା ରୁ ବୁକୋବା ଯାଉଥିଲା ଏବଂ ଏଥିରେ ୪୯ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ଯ ଜାରିରହିଛି।

ଆହୁରି ପଢ଼ନ୍ତୁ: ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

06 Nov 2022 By The Sakala

ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ, ୨୩ ଯାତ୍ରୀ ଉଦ୍ଧାର

ନୂଆଦିଲ୍ଲୀ: ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ। ରବିବାର ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ପ୍ଳେନ୍ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୨୩ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଉଛି। ଏବେ ଦୁର୍ଘଟଣାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ତାଞ୍ଜାନିଆାର ବେସରକାରୀ ବିମାନ କମ୍ପାନୀ ପ୍ରିସିସନ ଏୟାରର ବିମାନ ପିଡବ୍ଲୁ ୪୯୪ ବିମାନ ଓ୍ବାଞ୍ଜା ରୁ ବୁକୋବା ଯାଉଥିଲା ଏବଂ ଏଥିରେ ୪୯ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ଯ ଜାରିରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର