ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ଲାଗିଲା ପ୍ରତିବନ୍ଧକ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ନେଲେ ସରକାର। ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ନିୟମ ପାଳନ କରାଯିବା ନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ସୂଚନା ଅନୁଯାୟୀ, ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ ।  ବାୟୁର ଗୁଣବତ୍ତା ୪୨୦କୁ ପାର […]

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ନେଲେ ସରକାର। ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ନିୟମ ପାଳନ କରାଯିବା ନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ସୂଚନା ଅନୁଯାୟୀ, ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ ।  ବାୟୁର ଗୁଣବତ୍ତା ୪୨୦କୁ ପାର ହୋଇ ଯାଇଛି, ସେହିପରି ଆନନ୍ଦ ବିହାରରେ ୪୧୬, ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ ପାଲଟିଯାଇଛି ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ଏହାର ଭିତରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ବାୟୁର ଗୁଣବତ୍ତା ଖରାପ ହେବାରେ ପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ ଲାଗିବା କାରଣରୁ ବଢିଚାଲିଛି ପ୍ରଦୂଷଣ । ଦିନକରେ ୨୦୦୦ କ୍ଷେତରେ ଫସଲ ଅବଶେଷରେ ଲଗାଯାଉଛି ନିଆଁ । ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା ଘଟଣା ସଂଖ୍ୟା ୧୯୨୧ ରହିଛି । ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂ ସୋମବାର ଦିନ ୧୦୩୦ ରହିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର ବାୟୁମଣ୍ଡଳ ଉପରେ ପଡୁଛି । ବାୟୁର ଗୁଣବତ୍ତା ୩୬୪ ଥିବା ବେଳେ ,ମଙ୍ଗଳବାର ଦିନ ୩୫୯,ବୁଧବାର ଦିନ ପଞ୍ଜାବୀ ବାଗ ,ମୁଣ୍ଡକା ଏବଂ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୦୧ରୁ ୫୦୦ ଶ୍ରେଣୀରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

02 Nov 2023 By The Sakala

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ନେଲେ ସରକାର। ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ନିୟମ ପାଳନ କରାଯିବା ନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି।

ସୂଚନା ଅନୁଯାୟୀ, ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ ।  ବାୟୁର ଗୁଣବତ୍ତା ୪୨୦କୁ ପାର ହୋଇ ଯାଇଛି, ସେହିପରି ଆନନ୍ଦ ବିହାରରେ ୪୧୬, ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ ପାଲଟିଯାଇଛି ।

ଏହାର ଭିତରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ବାୟୁର ଗୁଣବତ୍ତା ଖରାପ ହେବାରେ ପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ ଲାଗିବା କାରଣରୁ ବଢିଚାଲିଛି ପ୍ରଦୂଷଣ । ଦିନକରେ ୨୦୦୦ କ୍ଷେତରେ ଫସଲ ଅବଶେଷରେ ଲଗାଯାଉଛି ନିଆଁ । ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା ଘଟଣା ସଂଖ୍ୟା ୧୯୨୧ ରହିଛି । ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂ ସୋମବାର ଦିନ ୧୦୩୦ ରହିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର ବାୟୁମଣ୍ଡଳ ଉପରେ ପଡୁଛି । ବାୟୁର ଗୁଣବତ୍ତା ୩୬୪ ଥିବା ବେଳେ ,ମଙ୍ଗଳବାର ଦିନ ୩୫୯,ବୁଧବାର ଦିନ ପଞ୍ଜାବୀ ବାଗ ,ମୁଣ୍ଡକା ଏବଂ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୦୧ରୁ ୫୦୦ ଶ୍ରେଣୀରେ ପହଞ୍ଚିଛି ।

https://www.thesakala.in/national-international/orders-ban-on-non-essential-construction-work-in-delhi/article-26948
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର