ଚଳିତ ଶୀତ ଅଧିବେଶନରେ ଆଗତ ହୋଇପାରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଲ୍‌

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତି ନେଇସାରିଛନ୍ତି ବୋଲି ସୂଚନା ମିଳିଛି। ଶୀତ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୧୦ ଦିନ ରହିଥିଲା ବେଳେ ଏହା ମଧ୍ୟରେ ସରକାର ଏହି ବିଲ୍‌ ଉପସ୍ଥାପନ କରିବେ ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗରେ ସୁପାରିସ କରିବା ପରେ ଏହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିସାରିଛି। […]

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତି ନେଇସାରିଛନ୍ତି ବୋଲି ସୂଚନା ମିଳିଛି। ଶୀତ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୧୦ ଦିନ ରହିଥିଲା ବେଳେ ଏହା ମଧ୍ୟରେ ସରକାର ଏହି ବିଲ୍‌ ଉପସ୍ଥାପନ କରିବେ ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗରେ ସୁପାରିସ କରିବା ପରେ ଏହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିସାରିଛି। ତେବେ ସବୁ ଦଳର ସହମତି ପାଇଁ ଏହି ବିଲ୍‌ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଇବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ଏକ ବିଶେଷ ସୂତ୍ରରେ କୁହାଯାଇଛି। ଏହାପରେ ଏହି ବିଲ ସଂସଦରେ ଉପସ୍ଥାପନ କରାଯିବ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

10 Dec 2024 By The Sakala

ଚଳିତ ଶୀତ ଅଧିବେଶନରେ ଆଗତ ହୋଇପାରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଲ୍‌

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତି ନେଇସାରିଛନ୍ତି ବୋଲି ସୂଚନା ମିଳିଛି। ଶୀତ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ୧୦ ଦିନ ରହିଥିଲା ବେଳେ ଏହା ମଧ୍ୟରେ ସରକାର ଏହି ବିଲ୍‌ ଉପସ୍ଥାପନ କରିବେ ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗରେ ସୁପାରିସ କରିବା ପରେ ଏହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିସାରିଛି। ତେବେ ସବୁ ଦଳର ସହମତି ପାଇଁ ଏହି ବିଲ୍‌ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଇବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ଏକ ବିଶେଷ ସୂତ୍ରରେ କୁହାଯାଇଛି। ଏହାପରେ ଏହି ବିଲ ସଂସଦରେ ଉପସ୍ଥାପନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର