ଟିକା ନ ନେବାରୁ ଦେଢ଼ଶହ କର୍ମଚାରୀଙ୍କୁ ଛଟେଇ

The Sakala Picture
Published On

ଜ୍ୟେଷ୍ଟନ : କରୋନା ଟିକା ନେବାକୁ ମନା କରିବାରୁ ଆମେରିକାର ନ୍ୟୁଷ୍ଟନର ଏକ ହସ୍ପିଟାଲରୁ ୧୫୦ ରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିବା ଜଣାପଡ଼ିଛି। ଏହି ସହରର ମେଥଡିଷ୍ଟ ବେ ଟାଉନ ହସ୍ପିଟାଲର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ପ୍ରମୁଖ ସ୍ବାସ୍ଥ୍ୟସେବା ସଂସ୍ଥା କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗତ ଏପ୍ରିଲରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ସମସ୍ତ କର୍ମଚାରୀଙ୍କୁ ଜୁନ୍‌ ୭ ତାରିଖ ସୁଦ୍ଧା ଟିକା […]

ଜ୍ୟେଷ୍ଟନ : କରୋନା ଟିକା ନେବାକୁ ମନା କରିବାରୁ ଆମେରିକାର ନ୍ୟୁଷ୍ଟନର ଏକ ହସ୍ପିଟାଲରୁ ୧୫୦ ରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିବା ଜଣାପଡ଼ିଛି। ଏହି ସହରର ମେଥଡିଷ୍ଟ ବେ ଟାଉନ ହସ୍ପିଟାଲର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ପ୍ରମୁଖ ସ୍ବାସ୍ଥ୍ୟସେବା ସଂସ୍ଥା କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗତ ଏପ୍ରିଲରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ସମସ୍ତ କର୍ମଚାରୀଙ୍କୁ ଜୁନ୍‌ ୭ ତାରିଖ ସୁଦ୍ଧା ଟିକା ନେବାକୁ ନୋଟିସ୍ ଜାରି କରିଥିଲେ। ହେଲେ ଏହି ହସ୍ପିଟାଲର ୧୭୮ ଜଣ କର୍ମଚାରୀ ଟିକା ନେବାକୁ ମନା କରିଥିଲେ। ଏଥିଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ଚାକିରୀରୁ ୨ ସପ୍ତାହ ଲାଗି ଅବୈତନିକ ନିଲମ୍ବନ କରିଥିଲେ।

ଆହୁରି ପଢ଼ନ୍ତୁ: NCLT-ରେ ସୁଭାଷ ଚନ୍ଦ୍ରଙ୍କ ଦେବାଳିଆ ମାମଲାର ପୁଣି ହେବ ଶୁଣାଣି: ୨୨ ହଜାର କୋଟି ଋଣ ବଦଳରେ ମାତ୍ର ୬.୫ କୋଟି ଦେବା ପ୍ରସ୍ତାବରେ ଫସିଲା ପେଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର