ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼; ୩୯ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌

The Sakala Picture
Published On

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼ । ୩୯ ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌ । ଅଗଷ୍ଟ ମାସ ପରେ ପୁଣି ଥରେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଆଜିଠୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ ତୈଳ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହି ବର୍ଦ୍ଧିତ ଦର ସକାଳ ୬ଟାରୁ ଲାଗୁ […]

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼ । ୩୯ ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌ । ଅଗଷ୍ଟ ମାସ ପରେ ପୁଣି ଥରେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଆଜିଠୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ ତୈଳ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଏହି ବର୍ଦ୍ଧିତ ଦର ସକାଳ ୬ଟାରୁ ଲାଗୁ ହୋଇଛି । କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିବା ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ସିଲିଣ୍ଡର ୧୬୫୨.୫୦ ଟଙ୍କାରୁ ବଢ଼ି ୧୬୯୧.୫୦ ଟଙ୍କା ହୋଇଛି । ସେହିପରି କୋଲକାତାରେ ବ୍ୟବସାୟିକ ରୋଷେଇ ଗ୍ୟାସ ଦର ୧୭୬୪.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୦୨.୫୦ ଟଙ୍କାରେ ପହଞ୍ଚିଥିବାବେଳେ ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ଗ୍ୟାସ ସିଲିଣ୍ଡିର ମୂଲ୍ୟ ୧୮୧୭ ଟଙ୍କାରୁ ୧୮୫୫ ଟଙ୍କାରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

01 Sep 2024 By The Sakala

ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼; ୩୯ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼ । ୩୯ ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌ । ଅଗଷ୍ଟ ମାସ ପରେ ପୁଣି ଥରେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଆଜିଠୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ ତୈଳ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।

ଏହି ବର୍ଦ୍ଧିତ ଦର ସକାଳ ୬ଟାରୁ ଲାଗୁ ହୋଇଛି । କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିବା ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ସିଲିଣ୍ଡର ୧୬୫୨.୫୦ ଟଙ୍କାରୁ ବଢ଼ି ୧୬୯୧.୫୦ ଟଙ୍କା ହୋଇଛି । ସେହିପରି କୋଲକାତାରେ ବ୍ୟବସାୟିକ ରୋଷେଇ ଗ୍ୟାସ ଦର ୧୭୬୪.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୦୨.୫୦ ଟଙ୍କାରେ ପହଞ୍ଚିଥିବାବେଳେ ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ଗ୍ୟାସ ସିଲିଣ୍ଡିର ମୂଲ୍ୟ ୧୮୧୭ ଟଙ୍କାରୁ ୧୮୫୫ ଟଙ୍କାରେ ପହଞ୍ଚିଛି ।

https://www.thesakala.in/national-international/once-again-commercial-gas-cylinder-price-hiked-in-india/article-34837
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର