ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

The Sakala Picture
Published On

ଚଣ୍ଡିଗଡ଼: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଗୁରୁବାର ଚଣ୍ଡିଗଡ଼ରେ ବାହାଘର ହେବ । ୪୮ ବର୍ଷୀୟ ମନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତାଙ୍କୁ ବିବାହ କରିବେ ଡା. ଗୁରପ୍ରୀତ କୌର । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ବାସଗୃହରେ ହିଁ ବିବାହ ଉତ୍ସବର ଆୟୋଜନ ହେଉଛି […]

ଚଣ୍ଡିଗଡ଼: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଗୁରୁବାର ଚଣ୍ଡିଗଡ଼ରେ ବାହାଘର ହେବ । ୪୮ ବର୍ଷୀୟ ମନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତାଙ୍କୁ ବିବାହ କରିବେ ଡା. ଗୁରପ୍ରୀତ କୌର । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ବାସଗୃହରେ ହିଁ ବିବାହ ଉତ୍ସବର ଆୟୋଜନ ହେଉଛି । କେବଳ ପରିବାରଜନ ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବାହାଘର ହେବ ।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ତେବେ ଭଗୱନ୍ତ ପୂର୍ବରୁ ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ଉଭୟ ୨୦ ମାର୍ଚ୍ଚ ୨୦୧୫ ତାରିଖରେ ଆପୋସ ବୁଝାମଣାରେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ମନ ନିଜ ଆବେଦନରେ କହିଥିଲେ ରାଜନୀତି କାରଣରୁ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି । କୋର୍ଟରୁ ଅନୁମତି ମିଳିବା ପରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପୁଅ ଦିଲସାନ ମନ (୧୭) ଏବଂ ଝଅ ସିରତ କୌର ମନ (୨୧) ବର୍ତ୍ତମାନ ଆମେରିକାରେ ନିଜ ମା’ଙ୍କ ସହ ରହୁଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

06 Jul 2022 By The Sakala

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

ଚଣ୍ଡିଗଡ଼: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଗୁରୁବାର ଚଣ୍ଡିଗଡ଼ରେ ବାହାଘର ହେବ । ୪୮ ବର୍ଷୀୟ ମନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତାଙ୍କୁ ବିବାହ କରିବେ ଡା. ଗୁରପ୍ରୀତ କୌର । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ବାସଗୃହରେ ହିଁ ବିବାହ ଉତ୍ସବର ଆୟୋଜନ ହେଉଛି । କେବଳ ପରିବାରଜନ ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବାହାଘର ହେବ ।

ତେବେ ଭଗୱନ୍ତ ପୂର୍ବରୁ ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ପରେ ଉଭୟ ୨୦ ମାର୍ଚ୍ଚ ୨୦୧୫ ତାରିଖରେ ଆପୋସ ବୁଝାମଣାରେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ମନ ନିଜ ଆବେଦନରେ କହିଥିଲେ ରାଜନୀତି କାରଣରୁ ସେ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି । କୋର୍ଟରୁ ଅନୁମତି ମିଳିବା ପରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପୁଅ ଦିଲସାନ ମନ (୧୭) ଏବଂ ଝଅ ସିରତ କୌର ମନ (୨୧) ବର୍ତ୍ତମାନ ଆମେରିକାରେ ନିଜ ମା’ଙ୍କ ସହ ରହୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର