ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ

The Sakala Picture
Published On

ନୂଆଦିଲ୍ଲୀ: ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଅଣଦେଖା କରିବା ପରେ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ଚାଷୀ ଆହ୍ୱାନ ଦେଇଛନ୍ତି। ଅନ୍ୟପଟେ ଆନ୍ଦୋଳନସ୍ଥଳରେ ଖରା ବଢ଼ୁଥିବା ଯୋଗୁ ସିଂଘୁ ବର୍ଡରରେ ପିଚୁ ରାସ୍ତା ଉପରେ ଚାଷୀମାନେ ପକ୍କା ଘର ନିର୍ମାଣ କରୁଥିବା ଦେଖଯାଇଛି। ଗତକାଲି ସିଂଘୁ ସୀମାରେ କୃଷକ ସଂଗଠନର ବୈଠକ ପରେ ୨୬ ତାରିଖରେ ଭାରତ ବନ୍ଦ ପାଇଁ […]

ନୂଆଦିଲ୍ଲୀ: ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଅଣଦେଖା କରିବା ପରେ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ଚାଷୀ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

ଅନ୍ୟପଟେ ଆନ୍ଦୋଳନସ୍ଥଳରେ ଖରା ବଢ଼ୁଥିବା ଯୋଗୁ ସିଂଘୁ ବର୍ଡରରେ ପିଚୁ ରାସ୍ତା ଉପରେ ଚାଷୀମାନେ ପକ୍କା ଘର ନିର୍ମାଣ କରୁଥିବା ଦେଖଯାଇଛି। ଗତକାଲି ସିଂଘୁ ସୀମାରେ କୃଷକ ସଂଗଠନର ବୈଠକ ପରେ ୨୬ ତାରିଖରେ ଭାରତ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଆସନ୍ତା ୧୭ ତାରିଖରେ ଟ୍ରାନ୍ସପୋର୍ଟ ସଂଗଠନ ସହ ଚାଷୀ ବୈଠକ କରିବେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା

ଏହାବ୍ୟତୀତ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମଧ୍ୟ ଚାଷୀ ରେଳଧାରଣା ଜାମ କରିବେ। ଆସନ୍ତା ୧୫ ତାରିଖରେ ରେଳ ଧାରଣା ଉପରେ ଦେଶବ୍ୟାପୀ ଧାରଣା ଦିଆଯିବ ବୋଲି ଚାଷୀମାନେ ଆହ୍ୱାନ ଦେଇଛନ୍ତି । ସେହିପରି ୨୩ ତାରିଖରେ ଆନ୍ଦୋଳନସ୍ଥଳରେ ସହିଦ ଭଗତ ସିଂ, ରାଜଗୁରୁଙ୍କ ସହିଦ ଦିବସ ପାଳନ କରାଯିବା ସହ ୨୮ ମାର୍ଚ୍ଚ ହୋଲିରେ ୩ କୃଷି ଆଇନ କପି ଜାଳିବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା

11 Mar 2021 By The Sakala

ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଅଣଦେଖା କରିବା ପରେ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ । ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ବନ୍ଦ ପାଳନ କରିବାକୁ ଚାଷୀ ଆହ୍ୱାନ ଦେଇଛନ୍ତି।

ଅନ୍ୟପଟେ ଆନ୍ଦୋଳନସ୍ଥଳରେ ଖରା ବଢ଼ୁଥିବା ଯୋଗୁ ସିଂଘୁ ବର୍ଡରରେ ପିଚୁ ରାସ୍ତା ଉପରେ ଚାଷୀମାନେ ପକ୍କା ଘର ନିର୍ମାଣ କରୁଥିବା ଦେଖଯାଇଛି। ଗତକାଲି ସିଂଘୁ ସୀମାରେ କୃଷକ ସଂଗଠନର ବୈଠକ ପରେ ୨୬ ତାରିଖରେ ଭାରତ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଆସନ୍ତା ୧୭ ତାରିଖରେ ଟ୍ରାନ୍ସପୋର୍ଟ ସଂଗଠନ ସହ ଚାଷୀ ବୈଠକ କରିବେ।

ଏହାବ୍ୟତୀତ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମଧ୍ୟ ଚାଷୀ ରେଳଧାରଣା ଜାମ କରିବେ। ଆସନ୍ତା ୧୫ ତାରିଖରେ ରେଳ ଧାରଣା ଉପରେ ଦେଶବ୍ୟାପୀ ଧାରଣା ଦିଆଯିବ ବୋଲି ଚାଷୀମାନେ ଆହ୍ୱାନ ଦେଇଛନ୍ତି । ସେହିପରି ୨୩ ତାରିଖରେ ଆନ୍ଦୋଳନସ୍ଥଳରେ ସହିଦ ଭଗତ ସିଂ, ରାଜଗୁରୁଙ୍କ ସହିଦ ଦିବସ ପାଳନ କରାଯିବା ସହ ୨୮ ମାର୍ଚ୍ଚ ହୋଲିରେ ୩ କୃଷି ଆଇନ କପି ଜାଳିବାକୁ ନିଷ୍ପତ୍ତି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର