୨୨ ଜାନୁଆରୀରେ ଅଯୋଧ୍ୟା ନ ଆସି ନିଜ ଘରେ ଦୀପ ଜଳାନ୍ତୁ : ମୋଦୀ

The Sakala Picture
Published On

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଶନିବାର ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତରେ ଅଛନ୍ତି । ଏଠାରେ ସେ କେତେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାସହ ଅଯୋଧ୍ୟାରେ ପିଏମ୍ ମୋଦୀ ଦଳିତ ମହିଳା ମୀରା ମାଝୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚା ପିଇଛନ୍ତି । ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦ୍‌ଘାଟନ ପରେ ସେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ […]

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଶନିବାର ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତରେ ଅଛନ୍ତି । ଏଠାରେ ସେ କେତେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାସହ ଅଯୋଧ୍ୟାରେ ପିଏମ୍ ମୋଦୀ ଦଳିତ ମହିଳା ମୀରା ମାଝୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚା ପିଇଛନ୍ତି । ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦ୍‌ଘାଟନ ପରେ ସେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପ୍ରଭୁ ଶ୍ରୀ ରାମଙ୍କ ସମର୍ପଣ ପାଇଁ ଜାନୁୟାରୀ ୨୨ରେ ଅଯୋଧ୍ୟାକୁ ନ ଆସିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏଠାରେ ଘଟୁଥିବା ନିର୍ମାଣ କାର୍ଯ୍ୟ ପ୍ରତ୍ୟେକ ରାମ ଭକ୍ତଙ୍କ ପାଇଁ ଅଯୋଧ୍ୟା ଏବଂ ଭଗବାନ ରାମଙ୍କ ଦର୍ଶନ ସହଜ କରିବ। ଏହି ଐତିହାସିକ ମୁହୂର୍ତ୍ତଟି ଆମ ସମସ୍ତଙ୍କ ଜୀବନରେ ଆସିଛି। ଆପଣ ଏହି ସମୟରେ ଅଯୋଧ୍ୟା ନ ଆସି ଘରେ ରହି ଦୀପ ଜାଳନ୍ତୁ। ପ୍ରଭୁ ରାମଙ୍କୁ ସ୍ମରଣ କରନ୍ତୁ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି, ଦେଶ ପାଇଁ ଆମକୁ ଏକ ନୂଆ ରିଜୋଲ୍ୟୁଶନ ନେବାକୁ ପଡ଼ିବ। ନିଜଠାରେ ନୂଆ ଶକ୍ତି ଜାଗ୍ରତ କରନ୍ତୁ। ମୁଁ ୧୪୦ କୋଟି ଦେଶବାସୀଙ୍କୁ ହାତଯୋଡ଼ି ପ୍ରାର୍ଥନା କରୁଛି ଯେ, ଜାନୁୟାରୀ ୨୨ରେ, ଯେତେବେଳେ ପ୍ରଭୁ ରାମ ଅଯୋଧ୍ୟାରେ ବସିଥିବେ, ସେତେବେଳେ ଆପଣ ଶ୍ରୀ ରାମ ଜ୍ୟୋତିଙ୍କୁ ନିଜ ଘରେ ଆଲୋକିତ କରି ଦୀପାବଳି ପାଳନ କରିବେ। ଏହି ସନ୍ଧ୍ୟାରେ ସମଗ୍ର ଭାରତ ଝଲସି ଉଠିବା ଉଚିତ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

30 Dec 2023 By The Sakala

୨୨ ଜାନୁଆରୀରେ ଅଯୋଧ୍ୟା ନ ଆସି ନିଜ ଘରେ ଦୀପ ଜଳାନ୍ତୁ : ମୋଦୀ

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଶନିବାର ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତରେ ଅଛନ୍ତି । ଏଠାରେ ସେ କେତେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାସହ ଅଯୋଧ୍ୟାରେ ପିଏମ୍ ମୋଦୀ ଦଳିତ ମହିଳା ମୀରା ମାଝୀଙ୍କୁ ଭେଟିଥିଲେ ଏବଂ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚା ପିଇଛନ୍ତି । ଅଯୋଧ୍ୟା ଧାମ ରେଳ ଷ୍ଟେଶନର ଉଦ୍‌ଘାଟନ ପରେ ସେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ପ୍ରଭୁ ଶ୍ରୀ ରାମଙ୍କ ସମର୍ପଣ ପାଇଁ ଜାନୁୟାରୀ ୨୨ରେ ଅଯୋଧ୍ୟାକୁ ନ ଆସିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏଠାରେ ଘଟୁଥିବା ନିର୍ମାଣ କାର୍ଯ୍ୟ ପ୍ରତ୍ୟେକ ରାମ ଭକ୍ତଙ୍କ ପାଇଁ ଅଯୋଧ୍ୟା ଏବଂ ଭଗବାନ ରାମଙ୍କ ଦର୍ଶନ ସହଜ କରିବ। ଏହି ଐତିହାସିକ ମୁହୂର୍ତ୍ତଟି ଆମ ସମସ୍ତଙ୍କ ଜୀବନରେ ଆସିଛି। ଆପଣ ଏହି ସମୟରେ ଅଯୋଧ୍ୟା ନ ଆସି ଘରେ ରହି ଦୀପ ଜାଳନ୍ତୁ। ପ୍ରଭୁ ରାମଙ୍କୁ ସ୍ମରଣ କରନ୍ତୁ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି, ଦେଶ ପାଇଁ ଆମକୁ ଏକ ନୂଆ ରିଜୋଲ୍ୟୁଶନ ନେବାକୁ ପଡ଼ିବ। ନିଜଠାରେ ନୂଆ ଶକ୍ତି ଜାଗ୍ରତ କରନ୍ତୁ। ମୁଁ ୧୪୦ କୋଟି ଦେଶବାସୀଙ୍କୁ ହାତଯୋଡ଼ି ପ୍ରାର୍ଥନା କରୁଛି ଯେ, ଜାନୁୟାରୀ ୨୨ରେ, ଯେତେବେଳେ ପ୍ରଭୁ ରାମ ଅଯୋଧ୍ୟାରେ ବସିଥିବେ, ସେତେବେଳେ ଆପଣ ଶ୍ରୀ ରାମ ଜ୍ୟୋତିଙ୍କୁ ନିଜ ଘରେ ଆଲୋକିତ କରି ଦୀପାବଳି ପାଳନ କରିବେ। ଏହି ସନ୍ଧ୍ୟାରେ ସମଗ୍ର ଭାରତ ଝଲସି ଉଠିବା ଉଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର