ଭୁଲରେ ମହିଳାଙ୍କ ମୁଣ୍ଡରେ ବାଜିଲା ଗୁଳି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୁଲିସ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡରେ ଭୁଲରେ ବାଜିଛି ଗୁଳି। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥିରୁ ଗୁଳି ବାହାରି ସିଧା ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଛି। ଏହି ଘଟଣାଟି ସିସିଟିଭିରେ ମଧ୍ୟ କଏଦ ହୋଇଛି। UP #Aligarh Caught on camera woman mistakenly shot in […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୁଲିସ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡରେ ଭୁଲରେ ବାଜିଛି ଗୁଳି। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥିରୁ ଗୁଳି ବାହାରି ସିଧା ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଛି। ଏହି ଘଟଣାଟି ସିସିଟିଭିରେ ମଧ୍ୟ କଏଦ ହୋଇଛି।
UP #Aligarh Caught on camera woman mistakenly shot in head by cop inside police station. The woman who went to the police station for passport verification is said to be in a critical condition. @aligarhpolice @Uppolice pic.twitter.com/Voyxhdo54c
ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ— Sanjay Jha (@JhaSanjay07) December 8, 2023
ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳା ଜଣଙ୍କ ଟେବୁଲ ପାଖରେ ଛିଡ଼ା ହୋଇଛନ୍ତି। ଟେବୁଲର ଅପରପାର୍ଶ୍ୱରେ ଜଣେ ପୁଲିସ୍ କର୍ମଚାରୀ ସବ ଇନସପେକ୍ଟର ଶର୍ମାଙ୍କୁ ପିସ୍ତଲ ଦେଇଥିଲେ। ସେ ପିସ୍ତଲକୁ ସଫା କରୁଥିବା ବେଳେ ଭୁଲ ବଶତଃ ଗୁଳି ଫୁଟି ଯାଇଥିଲା। ଗୁଳିଟି ସିଧା ଆସି ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଥିଲା। ସେ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ଜେଏନ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ହେଁ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଭୁଲରେ ମହିଳାଙ୍କ ମୁଣ୍ଡରେ ବାଜିଲା ଗୁଳି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଏକ ପୁଲିସ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡରେ ଭୁଲରେ ବାଜିଛି ଗୁଳି। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥିରୁ ଗୁଳି ବାହାରି ସିଧା ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଛି। ଏହି ଘଟଣାଟି ସିସିଟିଭିରେ ମଧ୍ୟ କଏଦ ହୋଇଛି।
UP #Aligarh Caught on camera woman mistakenly shot in head by cop inside police station. The woman who went to the police station for passport verification is said to be in a critical condition. @aligarhpolice @Uppolice pic.twitter.com/Voyxhdo54c
— Sanjay Jha (@JhaSanjay07) December 8, 2023