ଚିନ୍ତା ବଢାଇଲା ଓମିକ୍ରନ, ବ୍ରିଟନରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ଯୁ

The Sakala Picture
Published On

ଚିନ୍ତା ବଢାଇଲା ଓମିକ୍ରନ। ଆସିଲା ଓମିକ୍ରନରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ଯୁ ମାମଲା।  ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହି ଘଟଣା ପରେ ବ୍ରିଟେନ ତଥା ଅନ୍ୟ ରାଷ୍ଟ୍ର ମାନଙ୍କରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଆସନ୍ତା ଏପ୍ରିଲ ସୁଦ୍ଧା ଓମିକ୍ରନ ଯୋଗୁଁ ଦେଶରେ ୭୫,୦୦୦ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେବ ବୋଲି ଗବେଷଣା ଆଧାରରେ […]

ଚିନ୍ତା ବଢାଇଲା ଓମିକ୍ରନ। ଆସିଲା ଓମିକ୍ରନରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ଯୁ ମାମଲା।  ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହି ଘଟଣା ପରେ ବ୍ରିଟେନ ତଥା ଅନ୍ୟ ରାଷ୍ଟ୍ର ମାନଙ୍କରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଆସନ୍ତା ଏପ୍ରିଲ ସୁଦ୍ଧା ଓମିକ୍ରନ ଯୋଗୁଁ ଦେଶରେ ୭୫,୦୦୦ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେବ ବୋଲି ଗବେଷଣା ଆଧାରରେ ସୂଚନା ଦେଇଥିଲେ ବୈଜ୍ଞାନିକ । ତେଣୁ କଟକଣା ନବଢିଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସତର୍କ କରିଥିଲେ ବୈଜ୍ଞାନିକ । ଏବେ ଓମିକ୍ରନର ପ୍ରଥମ ମୃତ୍ୟୁ ଘଟଣା ପରେ ବୈଜ୍ଞାନିକଙ୍କ ସତର୍କ ବାଣୀକୁ ନେଇ ଆଲୋଚନା ଜୋର ଧରିଛି ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

13 Dec 2021 By The Sakala

ଚିନ୍ତା ବଢାଇଲା ଓମିକ୍ରନ, ବ୍ରିଟନରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ଯୁ

ଚିନ୍ତା ବଢାଇଲା ଓମିକ୍ରନ। ଆସିଲା ଓମିକ୍ରନରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ଯୁ ମାମଲା।  ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହି ଘଟଣା ପରେ ବ୍ରିଟେନ ତଥା ଅନ୍ୟ ରାଷ୍ଟ୍ର ମାନଙ୍କରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଆସନ୍ତା ଏପ୍ରିଲ ସୁଦ୍ଧା ଓମିକ୍ରନ ଯୋଗୁଁ ଦେଶରେ ୭୫,୦୦୦ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେବ ବୋଲି ଗବେଷଣା ଆଧାରରେ ସୂଚନା ଦେଇଥିଲେ ବୈଜ୍ଞାନିକ । ତେଣୁ କଟକଣା ନବଢିଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସତର୍କ କରିଥିଲେ ବୈଜ୍ଞାନିକ । ଏବେ ଓମିକ୍ରନର ପ୍ରଥମ ମୃତ୍ୟୁ ଘଟଣା ପରେ ବୈଜ୍ଞାନିକଙ୍କ ସତର୍କ ବାଣୀକୁ ନେଇ ଆଲୋଚନା ଜୋର ଧରିଛି ।

https://www.thesakala.in/national-international/omicron-uk-reports-first-omicron-death/article-7575
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର