ମନୋରଞ୍ଜନ
ଓଡ଼ିଶା
ଏଣିକି ହ୍ଵାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍
ନୂଆଦିଲ୍ଲୀ:ଏଣିକି ହ୍ବାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍। ଆଉ Co-win ପୋର୍ଟାଲକୁ ଜାଇ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ । ମାତ୍ର ଗୋଟିଏ ମେସେଜ କଲେ ମୋବାଇଲକୁ ଆସିଯିବ ଭ୍ୟାକସିନ୍ ସାର୍ଟିଫିକେଟ୍। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ସୂଚନା ଦେଇଛନ୍ତି । Revolutionising common man's life using technology! Now get #COVID19 vaccination certificate through MyGov Corona Helpdesk in 3 easy steps. 📱 Save […]
ନୂଆଦିଲ୍ଲୀ:ଏଣିକି ହ୍ବାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍। ଆଉ Co-win ପୋର୍ଟାଲକୁ ଜାଇ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ । ମାତ୍ର ଗୋଟିଏ ମେସେଜ କଲେ ମୋବାଇଲକୁ ଆସିଯିବ ଭ୍ୟାକସିନ୍ ସାର୍ଟିଫିକେଟ୍। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ସୂଚନା ଦେଇଛନ୍ତି ।
Revolutionising common man's life using technology!
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତNow get #COVID19 vaccination certificate through MyGov Corona Helpdesk in 3 easy steps.
ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ📱 Save contact number: +91 9013151515
🔤 Type & send 'covid certificate' on WhatsApp
🔢 Enter OTPGet your certificate in seconds.
— Office of Mansukh Mandaviya (@OfficeOf_MM) August 8, 2021
ପ୍ରଥମେ ହ୍ବାଟସ୍ଆପ୍ରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍ କରନ୍ତୁ। ଏହା ପରେ Covid certificate ଲେଖି ପଠାନ୍ତୁ। କିଛି ସେକେଣ୍ଡ ମଧ୍ୟରୁ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ। ସେହି ଓଟିପିକୁ ଦେବାର କିଛି ସେକେଣ୍ଡ ମଧ୍ୟରେ ମୋବାଇଲର ହ୍ବାଟ୍ସଆପ୍କୁ ଏକ ମେସେଜ ଆସିବ। ଆପଣ ଉକ୍ତ ନମ୍ବରରେ ଯେତେଜଣ ସଦସ୍ଯଙ୍କର ନାମ ପଞ୍ଜିକରଣ କରିଥିବେ ସମସ୍ତଙ୍କ ନାଁ ଅସିବ। ଏହାପରେ ଯେଉଁବ୍ଯକ୍ତିଙ୍କ ସାର୍ଟିଫିକେଟ ଚାହୁଁଥିବେ , ସେହି ବ୍ଯକ୍ତିର ସାଇଡରେ ଦିଆଯାଇଥିବା କ୍ରିମିକ ସଂଖ୍ଯା ନମ୍ବରକୁ ଟାଇପ କରି ପଠାଇବାକୁ ପଡ଼ିବ। ଏହାପରେ ଭ୍ୟାକସିନ୍ ନେଇଥିବା ସାର୍ଟିଫିକେଟ ଚାଲିଆସିବ।






