ପହଲଗାମ ଆକ୍ରମଣ ସହ ଜଡ଼ିତ ଫଟୋ, ଭିଡିଓ ଥିଲେ ସେୟାର କରିବାକୁ NIAର ଅପିଲ୍
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି ଏନଆଇଏ। ଏହାରି ମଧ୍ୟରେ ଏନଆଇଏ ଆକ୍ରମଣ ସମୟରେ ପହଲଗାମରେ ଥିବା ସମସ୍ତ ପର୍ୟ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଏକ ଅପିଲ କରିଛି। ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ କୌଣସି ସୂଚନା, ଫଟୋଗ୍ରାଫ୍ କିମ୍ବା ଭିଡିଓ ଥିଲେ ତୁରନ୍ତ ଏଜେନ୍ସି ସହିତ ଯୋଗାଯୋଗ କରିବାକୁ ଅପିଲ୍ କରିଛି ଏନଆଇଏ। ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଜାରି ହୋଇଛି ମୋବାଇଲ୍ ଏବଂ ଫୋନ୍ […]
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି ଏନଆଇଏ। ଏହାରି ମଧ୍ୟରେ ଏନଆଇଏ ଆକ୍ରମଣ ସମୟରେ ପହଲଗାମରେ ଥିବା ସମସ୍ତ ପର୍ୟ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ଏକ ଅପିଲ କରିଛି। ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ କୌଣସି ସୂଚନା, ଫଟୋଗ୍ରାଫ୍ କିମ୍ବା ଭିଡିଓ ଥିଲେ ତୁରନ୍ତ ଏଜେନ୍ସି ସହିତ ଯୋଗାଯୋଗ କରିବାକୁ ଅପିଲ୍ କରିଛି ଏନଆଇଏ। ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଜାରି ହୋଇଛି ମୋବାଇଲ୍ ଏବଂ ଫୋନ୍ ନମ୍ବର । ଜାରି ହୋଇଥିବା ମୋବାଇଲ ନମ୍ବର- 9654958816 ଓ ଲ୍ୟାଣ୍ଡଲାଇନ ନମ୍ବର- 011-24368800।