ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲା NIA

The Sakala Picture
Published On

କୋଲକାତା: ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (ଏନ୍ଆଇଏ) ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ । ଏହି ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ ଏନ୍ଆଇଏ ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି […]

କୋଲକାତା: ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (ଏନ୍ଆଇଏ) ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ । ଏହି ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ ଏନ୍ଆଇଏ ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଭୂପତିନଗରରେ ପହଞ୍ଚିଥିଲା ଏନ୍ଆଇଏ ଟିମ୍‌ । ମାତ୍ର ସେଠାରେ ଉପସ୍ଥିତ ଶତାଧିକ ଲୋକେ ଏନ୍ଆଇଏ ଟିମ୍‌ ଉପରକୁ ପଥର ମାଡ଼ କରଥିଲେ। ଏଥିରେ ଟିମ୍‌ ସଦସ୍ୟଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଖବର ଅନୁଯାୟୀ, ୨୦୨୨ ମସିହା ଡିସେମ୍ବର ୩ ତାରିଖରେ ଭୂପତିନଗରରେ ଏକ ବିସ୍ଫୋରଣ ଘଟଣାରେ ଏକ ଘର ଧ୍ୱସଂ ହୋଇ ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

 

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର