ଦେଶରେ ୭୦ରୁ ଉର୍ଦ୍ଧ୍ବ ସ୍ଥାନରେ NIA ପକ୍ଷରୁ ଚଢ଼ାଉ ଜାରି

The Sakala Picture
Published On

ନୂଆଦିଲ୍ଲୀ: ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି  (NIA) ଏକକାଳୀନ ଦେଶର ୭୦ଟି ଉର୍ଦ୍ଧ୍ବ ସ୍ଥାନରେ ଚଢାଉ କରିଛି। ଦିଲ୍ଲୀ, ୟୁପି, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଦେଶର ୭୨ଟି ସ୍ଥାନରେ NIA ପକ୍ଷରୁ ଚଢାଉ ଚାଲିଥିବା ଜଣାପଡ଼ିଛି। ଏହି ଚଢାଉ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ପାଣ୍ଠି ମାମଲାରେ କରାଯାଉଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈ ଓ ନୀରଜ ବୱାନାଙ୍କୁ ପଚରାଉଚରା ପରେ ପାଇଥିବା ସୂଚନା ଆଧାରରେ ତଦନ୍ତକାରୀ ସଂସ୍ଥା ଏହି ପଦକ୍ଷେପ ନେଇଛି। ଏଥିସହ ଏନଆଇଏ ଅସ୍ତ୍ର […]

ନୂଆଦିଲ୍ଲୀ: ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି  (NIA) ଏକକାଳୀନ ଦେଶର ୭୦ଟି ଉର୍ଦ୍ଧ୍ବ ସ୍ଥାନରେ ଚଢାଉ କରିଛି। ଦିଲ୍ଲୀ, ୟୁପି, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଦେଶର ୭୨ଟି ସ୍ଥାନରେ NIA ପକ୍ଷରୁ ଚଢାଉ ଚାଲିଥିବା ଜଣାପଡ଼ିଛି। ଏହି ଚଢାଉ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ପାଣ୍ଠି ମାମଲାରେ କରାଯାଉଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈ ଓ ନୀରଜ ବୱାନାଙ୍କୁ ପଚରାଉଚରା ପରେ ପାଇଥିବା ସୂଚନା ଆଧାରରେ ତଦନ୍ତକାରୀ ସଂସ୍ଥା ଏହି ପଦକ୍ଷେପ ନେଇଛି। ଏଥିସହ ଏନଆଇଏ ଅସ୍ତ୍ର ଯୋଗାଣକାରୀ ନେକକସଙ୍କୁ ମଧ୍ୟ ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର