୨୦୨୫ ସୁଦ୍ଧା ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶ ହେବ ନ୍ୟୁଜିଲାଣ୍ଡ

The Sakala Picture
Published On

ଅକଲାଣ୍ଡ: ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି । ଏହି ନୂଆ ଆଇନ ଅନୁଯାୟୀ, ୧ ଜାନୁଆରି, ୨୦୦୯ ପରେ ଜନ୍ମଗ୍ରହଣ କରିଥିବା ସବୁ ପିଲାଙ୍କୁ ସିଗାରେଟ୍ ବିକ୍ରି କରାଯାଇପାରିବ ନାହିଁ । କେବଳ ଏହି ନିୟମ ନୁହେଁ, ଧୁମପାନକୁ ନିରୁତ୍ସାହିତ କରିବାକୁ […]

ଅକଲାଣ୍ଡ: ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି ।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

ଏହି ନୂଆ ଆଇନ ଅନୁଯାୟୀ, ୧ ଜାନୁଆରି, ୨୦୦୯ ପରେ ଜନ୍ମଗ୍ରହଣ କରିଥିବା ସବୁ ପିଲାଙ୍କୁ ସିଗାରେଟ୍ ବିକ୍ରି କରାଯାଇପାରିବ ନାହିଁ । କେବଳ ଏହି ନିୟମ ନୁହେଁ, ଧୁମପାନକୁ ନିରୁତ୍ସାହିତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ସିଗାରେଟ ଉପରେ ଅଧିକ ଟିକସ ଲାଗୁ, କେବଳ ଲାଇସେନ୍ସପ୍ରାପ୍ତ ଟବାକୋ ଷ୍ଟୋରରେ ସିଗାରେଟ ବିକ୍ରି ଅନୁମତି ଓ ସିଗାରେଟରେ ନିକୋଟିନ ମାତ୍ରା କମାଇବା ଅନ୍ୟତମ । ନ୍ୟୁଜିଲ୍ୟାଣ୍ଡରେ ଧୂମପାନ ହାର ପୂର୍ବରୁ କମ୍ ରହିଛି ।  କେବଳ 8% ବୟସ୍କ ବ୍ୟକ୍ତି ଦୈନିକ ଧୂମପାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ଆୟେଶା ଭେରାଲ୍ କହିଛନ୍ତି ଯେ, ଦେଶ ଧୂମପାନମୁକ୍ତ ହେଲେ ଆଗାମୀ ପୀଢି ନିରୋଗ ରହିବ । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ର ବି ଆହୁରି ଉନ୍ନତ ହୋଇଯିବ, କାରଣ ଲୋକମାନେ କ୍ୟାନସର, ହୃଦରୋଗ ଆଦି ରୋଗରେ କମ ପଡ଼ିବେ ଓ ଏବାବଦ ଚିକିତ୍ସା ଖର୍ଚ୍ଚ ମଧ୍ୟ କମିବ ।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

13 Dec 2022 By The Sakala

୨୦୨୫ ସୁଦ୍ଧା ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶ ହେବ ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି ।

ଏହି ନୂଆ ଆଇନ ଅନୁଯାୟୀ, ୧ ଜାନୁଆରି, ୨୦୦୯ ପରେ ଜନ୍ମଗ୍ରହଣ କରିଥିବା ସବୁ ପିଲାଙ୍କୁ ସିଗାରେଟ୍ ବିକ୍ରି କରାଯାଇପାରିବ ନାହିଁ । କେବଳ ଏହି ନିୟମ ନୁହେଁ, ଧୁମପାନକୁ ନିରୁତ୍ସାହିତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ସିଗାରେଟ ଉପରେ ଅଧିକ ଟିକସ ଲାଗୁ, କେବଳ ଲାଇସେନ୍ସପ୍ରାପ୍ତ ଟବାକୋ ଷ୍ଟୋରରେ ସିଗାରେଟ ବିକ୍ରି ଅନୁମତି ଓ ସିଗାରେଟରେ ନିକୋଟିନ ମାତ୍ରା କମାଇବା ଅନ୍ୟତମ । ନ୍ୟୁଜିଲ୍ୟାଣ୍ଡରେ ଧୂମପାନ ହାର ପୂର୍ବରୁ କମ୍ ରହିଛି ।  କେବଳ 8% ବୟସ୍କ ବ୍ୟକ୍ତି ଦୈନିକ ଧୂମପାନ କରୁଛନ୍ତି ।

ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ଆୟେଶା ଭେରାଲ୍ କହିଛନ୍ତି ଯେ, ଦେଶ ଧୂମପାନମୁକ୍ତ ହେଲେ ଆଗାମୀ ପୀଢି ନିରୋଗ ରହିବ । ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ର ବି ଆହୁରି ଉନ୍ନତ ହୋଇଯିବ, କାରଣ ଲୋକମାନେ କ୍ୟାନସର, ହୃଦରୋଗ ଆଦି ରୋଗରେ କମ ପଡ଼ିବେ ଓ ଏବାବଦ ଚିକିତ୍ସା ଖର୍ଚ୍ଚ ମଧ୍ୟ କମିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର