ନୂଆ ଟ୍ବିଟର ନୀତି ଘୋଷଣା କଲେ ମାଲିକ ଏଲନ ମସ୍କ; ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ତାଙ୍କ ନିଷ୍ପତ୍ତି ଯୋଗୁଁ ଟ୍ବିଟର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଉଛି । ପ୍ରଥମେ ଟ୍ୱିଟରରୁ କର୍ମଚାରୀଙ୍କୁ ଛଟେଇ କରିବା ସହ ତାଙ୍କର କାମ କରିବାର କଠୋର ନୀତି ଯୋଗୁଁ ଶତାଧିକ କର୍ମଚାରୀ ସ୍ବେଛାକୃତ ଇସ୍ତଫା ଦେଉଛନ୍ତି । ଏହାରି ମଧ୍ୟରେ ସେ ଟ୍ବିଟର ପଲିସିର ଘୋଷଣା କରିଛନ୍ତି। ନୂଆ ଟ୍ୱିଟର ନୀତି ଘୋଷଣା […]

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ତାଙ୍କ ନିଷ୍ପତ୍ତି ଯୋଗୁଁ ଟ୍ବିଟର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଉଛି । ପ୍ରଥମେ ଟ୍ୱିଟରରୁ କର୍ମଚାରୀଙ୍କୁ ଛଟେଇ କରିବା ସହ ତାଙ୍କର କାମ କରିବାର କଠୋର ନୀତି ଯୋଗୁଁ ଶତାଧିକ କର୍ମଚାରୀ ସ୍ବେଛାକୃତ ଇସ୍ତଫା ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏହାରି ମଧ୍ୟରେ ସେ ଟ୍ବିଟର ପଲିସିର ଘୋଷଣା କରିଛନ୍ତି। ନୂଆ ଟ୍ୱିଟର ନୀତି ଘୋଷଣା କରିଛନ୍ତି ମାଲିକ ଏଲନ୍ ମସ୍କ । ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି । ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପରି କଲେ ଡିବୁଷ୍ଟ କରିବା ସହ ଡିମୋନେଟାଇଜ୍ କରାଯିବ । ଫଳରେ ସେମାନଙ୍କ ଟ୍ୱିଟରରେ କୌଣସି ବିଜ୍ଞାପନ କିମ୍ବା ରେଭିନ୍ୟୁ ଉପଲବ୍ଧ ହେବ ନାହିଁ । ସେ ଆହୁରି କହିଛନ୍ତି ଯେ ନେଗେଟିଭ୍ ଟ୍ବିଟରେ ଆପଣଙ୍କୁ ସେ ପର୍ଯ୍ୟନ୍ତ ଦେଖାଯିବ ନାହିଁ। ଯେଉଁ ପର୍ଯ୍ୟନ୍ତ ଆପଣ ତାହାକୁ ବିଶେଷ ଭାବରେ ଖୋଜି ନାହାନ୍ତି।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

19 Nov 2022 By The Sakala

ନୂଆ ଟ୍ବିଟର ନୀତି ଘୋଷଣା କଲେ ମାଲିକ ଏଲନ ମସ୍କ; ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ତାଙ୍କ ନିଷ୍ପତ୍ତି ଯୋଗୁଁ ଟ୍ବିଟର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଉଛି । ପ୍ରଥମେ ଟ୍ୱିଟରରୁ କର୍ମଚାରୀଙ୍କୁ ଛଟେଇ କରିବା ସହ ତାଙ୍କର କାମ କରିବାର କଠୋର ନୀତି ଯୋଗୁଁ ଶତାଧିକ କର୍ମଚାରୀ ସ୍ବେଛାକୃତ ଇସ୍ତଫା ଦେଉଛନ୍ତି ।

ଏହାରି ମଧ୍ୟରେ ସେ ଟ୍ବିଟର ପଲିସିର ଘୋଷଣା କରିଛନ୍ତି। ନୂଆ ଟ୍ୱିଟର ନୀତି ଘୋଷଣା କରିଛନ୍ତି ମାଲିକ ଏଲନ୍ ମସ୍କ । ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି । ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପରି କଲେ ଡିବୁଷ୍ଟ କରିବା ସହ ଡିମୋନେଟାଇଜ୍ କରାଯିବ । ଫଳରେ ସେମାନଙ୍କ ଟ୍ୱିଟରରେ କୌଣସି ବିଜ୍ଞାପନ କିମ୍ବା ରେଭିନ୍ୟୁ ଉପଲବ୍ଧ ହେବ ନାହିଁ । ସେ ଆହୁରି କହିଛନ୍ତି ଯେ ନେଗେଟିଭ୍ ଟ୍ବିଟରେ ଆପଣଙ୍କୁ ସେ ପର୍ଯ୍ୟନ୍ତ ଦେଖାଯିବ ନାହିଁ। ଯେଉଁ ପର୍ଯ୍ୟନ୍ତ ଆପଣ ତାହାକୁ ବିଶେଷ ଭାବରେ ଖୋଜି ନାହାନ୍ତି।

https://www.thesakala.in/national-international/new-twitter-policy-announced-by-owner-elon-musk/article-16671
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର