କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର: ୩ ଶାବକଙ୍କୁ ଜନ୍ମ ଦେଲା ନାମିବ୍ୟାରୁ ଅଣାଯାଇଥିବା ଚିତା ‘ଜ୍ୱାଳା’

The Sakala Picture
Published On

ନୂଆଦିଲ୍ଲୀ: ଚିତା ପ୍ରୋଜେକ୍ଟକୁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ବାଘୁଣୀ ‘ଜ୍ୱାଳା’ ଖୁସି ଖବର ଦେଇଛି। ନାମିବ୍ୟାରୁ ଆସିଥିବା ଏହି ବାଘୁଣୀ ‘ଜ୍ୱାଳା’ ତିନିଟି ଶାବକକୁ ଜନ୍ମ ଦେଇଛି । ଫଳରେ କୁନୋରେ ଚିତାସଂଖ୍ୟା ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋଶିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏକ୍ସରେ ମନ୍ତ୍ରୀ ଯାଦବ ଲେଖିଛନ୍ତି, କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବ୍ୟା ଚିତା ୩ଟି […]

ନୂଆଦିଲ୍ଲୀ: ଚିତା ପ୍ରୋଜେକ୍ଟକୁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ବାଘୁଣୀ ‘ଜ୍ୱାଳା’ ଖୁସି ଖବର ଦେଇଛି। ନାମିବ୍ୟାରୁ ଆସିଥିବା ଏହି ବାଘୁଣୀ ‘ଜ୍ୱାଳା’ ତିନିଟି ଶାବକକୁ ଜନ୍ମ ଦେଇଛି । ଫଳରେ କୁନୋରେ ଚିତାସଂଖ୍ୟା ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋଶିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଏକ୍ସରେ ମନ୍ତ୍ରୀ ଯାଦବ ଲେଖିଛନ୍ତି, କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବ୍ୟା ଚିତା ୩ଟି ଶାବକ ଜନ୍ମ ଦେଇଛି। ଦେଶର ସମସ୍ତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀମାନଙ୍କୁ ଅଭିନନ୍ଦନ। ଏହିପରି ଭରତର ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧି ହେଉ ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ


ଚିତା ପ୍ରୋଜେକ୍ଟ ଅଧୀନରେ, ୧୭ ସେପ୍ଟେମ୍ବର ୨୦୨୨ରେ ମାଆ ଚିତା ‘ଜ୍ୱାଳା’ ସମେତ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା। ଅନ୍ୟାନ୍ୟ କାରଣରୁ ଏକାଧିକ ଚିତାଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରୀ ୧୬ରେ ଆଉ ଏକ ଚିତାର ମୃତ୍ୟୁ ସହ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଥିଲା। ଏହାପରେ ଆଉ ୩ଟି ଚିତା ଛୁଆଙ୍କୁ ଜନ୍ମ ଖୁସି ଖବର ଆଣିଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର