ଆମେ ସବୁଠୁ ବେଶୀ କଣ୍ଡୋମ୍‌ ବ୍ୟବହାର କରୁଛୁ, ମୋହନ ଭାଗବତଙ୍କ ଜନସଂଖ୍ୟ ଅସନ୍ତୁଳନ ମନ୍ତବ୍ୟ ଉପରେ ଏପରି କହିଲେ ଅସଦୁଦ୍ଦୀନ୍‌ ଅୱେସୀ

The Sakala Picture
Published On

ହାଇଦ୍ରାବାଦ : ମୁସଲମାନଙ୍କ ଜନସଂଖ୍ୟା ବଢ଼ୁନି ବରଂ ଦିନକୁ ଦିନ କମି କମି ଯାଉଛି। ଆମେ ସବୁଠୁ ଅଧିକ କଣ୍ଡୋମ ବ୍ୟବହାର କରୁଛୁ। ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତଙ୍କ ସମ୍ପ୍ରଦାୟଭିତ୍ତିକ ଜନସଂଖ୍ୟ ଅସନ୍ତୁଳନ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଏପରି କହିଛନ୍ତି ‘ଏଆଇଏମ୍‌ଆଇଏ’ ମୁଖ୍ୟ ଅସଦୁଦ୍ଦୀନ୍‌ ଅୱେସୀ। ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଜନସଂଖ୍ୟା ଅସନ୍ତୁଳନ ପ୍ରସଙ୍ଗକୁ […]

ହାଇଦ୍ରାବାଦ : ମୁସଲମାନଙ୍କ ଜନସଂଖ୍ୟା ବଢ଼ୁନି ବରଂ ଦିନକୁ ଦିନ କମି କମି ଯାଉଛି। ଆମେ ସବୁଠୁ ଅଧିକ କଣ୍ଡୋମ ବ୍ୟବହାର କରୁଛୁ। ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତଙ୍କ ସମ୍ପ୍ରଦାୟଭିତ୍ତିକ ଜନସଂଖ୍ୟ ଅସନ୍ତୁଳନ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଏପରି କହିଛନ୍ତି ‘ଏଆଇଏମ୍‌ଆଇଏ’ ମୁଖ୍ୟ ଅସଦୁଦ୍ଦୀନ୍‌ ଅୱେସୀ।

ଆହୁରି ପଢ଼ନ୍ତୁ: ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪୨ ମାଓବାଦୀ, ତେଲେଙ୍ଗାନାକୁ ମାଓମୁକ୍ତ ରାଜ୍ୟ କହିଲେ ଡିଜିପି

ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଜନସଂଖ୍ୟା ଅସନ୍ତୁଳନ ପ୍ରସଙ୍ଗକୁ ଅଣଦେଖା ନ କରାଯିବା ଉଚିତ୍।,୭୫ ବର୍ଷ ପୂର୍ବେ ଆମେ ଏହାର ଅନୁଭବ କରିଥିଲୁ ଏବଂ ଏକବିଂଶ ଶତାବ୍ଦୀରେ ଯେଉଁ ତିନୋଟି ନୂଆ ସ୍ୱାଧୀନ ଦେଶ ଅସ୍ତିସ୍ୱକୁ ଆସିଛନ୍ତି, ଇଷ୍ଟ ତିମୋର, ଦକ୍ଷିଣ ସୁଡାନ ଏବଂ କୋସୋଭା, ତଥା ଇଣ୍ଡୋନେସିଆ, ସୁଡାନ ଏବଂ ସର୍ବିଆ ଗୋଟିଏ ଭୂ-ଭାଗରେ ଜନସଂଖ୍ୟା ଅସନ୍ତୁଳନର ପରିମାଣ ଅଟେ। ଧର୍ମଭିତ୍ତିକ ଜନସଂଖ୍ୟା ସନ୍ତୁଳନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଜନସଂଖ୍ୟା ଅସନ୍ତୁଳନ ଯୋଗୁଁ ଭୌଗଳିକ ସୀମାରେଖାରେ ପରିବର୍ତ୍ତନ ଘଟୁଛି।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ଖସିପଡ଼ିଲା ଆମେରିକାର ସବୁଠାରୁ ଦାମୀ ଡ୍ରୋନ୍ MQ-4C ଟ୍ରାଇଟନ୍, ଇରାନ ଉପରେ ସନ୍ଦେହ

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓୱେସୀ କହିଛନ୍ତି, ରାଗନ୍ତୁ ନାହିଁ, ସଂଖ୍ୟାଲଘୁ ଜନସଂଖ୍ୟା ବୃଦ୍ଧି ପାଉନାହିଁ, ବରଂ ହ୍ରାସ ପାଉଛି। କିଏ ସବୁଠୁ ବେଶୀ କଣ୍ଡୋମ୍‌ ବ୍ୟବହାର କରୁଛି? ଆମେ। ତୁମେ ଅଜଥାରେ ଚିନ୍ତା କରନାହିଁ।’ ସେ ଆହୁରି କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ରଖନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରେକର୍ଡ ଅନୁସାରେ, ସଂଖ୍ୟାଲଘୁମାନଙ୍କର ସମୁଦାୟ ପ୍ରଜନନହାର ୨% ହ୍ରାସ ପାଇଛି।’

ଆହୁରି ପଢ଼ନ୍ତୁ: ପଡ଼ୋଶୀଙ୍କ ଉପରେ ପ୍ରତିଶୋଧ ନେବାକୁ ବଜାଇଲେ ଭୂତଙ୍କ ଶବ୍ଦ: ୧୦ ଘଣ୍ଟା ଧରି ଚାଲିଲା ଖେଳ, ଶେଷରେ ଅଦାଲତ ଶୁଣାଇଲେ କଡ଼ା ନିଷ୍ପତ୍ତି

ଓୱେସୀ ଆହୁରି ମଧ୍ୟ କହିଛନ୍ତି, ‘ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ । ତୁମେ ଅଜଥାରେ ଚିନ୍ତାରେ ପକାଅ ନାହିଁ, ବଢୁ ନାହିଁ । ଆମ ଜନସଂଖ୍ୟା କମୁଛି। ମୁସଲମାନଙ୍କ ଟିଆଫଆର କମୁଛି’। ସେ କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ମୁସଲମାନ ରଖନ୍ତି । ସେ ପ୍ରଶ୍ନ କରିଛନ୍ତି, ସବୁଠୁ ଅଧିକ କଣ୍ଡୋମ କିଏ ବ୍ୟବହାର କରୁଛି, ଆମେ ବ୍ୟବହାର କରୁଛୁ । ମୋହନ ଭାଗବତ ଏହା ଉପରେ କହିବେ ନାହିଁ’।

09 Oct 2022 By The Sakala

ଆମେ ସବୁଠୁ ବେଶୀ କଣ୍ଡୋମ୍‌ ବ୍ୟବହାର କରୁଛୁ, ମୋହନ ଭାଗବତଙ୍କ ଜନସଂଖ୍ୟ ଅସନ୍ତୁଳନ ମନ୍ତବ୍ୟ ଉପରେ ଏପରି କହିଲେ ଅସଦୁଦ୍ଦୀନ୍‌ ଅୱେସୀ

ହାଇଦ୍ରାବାଦ : ମୁସଲମାନଙ୍କ ଜନସଂଖ୍ୟା ବଢ଼ୁନି ବରଂ ଦିନକୁ ଦିନ କମି କମି ଯାଉଛି। ଆମେ ସବୁଠୁ ଅଧିକ କଣ୍ଡୋମ ବ୍ୟବହାର କରୁଛୁ। ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତଙ୍କ ସମ୍ପ୍ରଦାୟଭିତ୍ତିକ ଜନସଂଖ୍ୟ ଅସନ୍ତୁଳନ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଏପରି କହିଛନ୍ତି ‘ଏଆଇଏମ୍‌ଆଇଏ’ ମୁଖ୍ୟ ଅସଦୁଦ୍ଦୀନ୍‌ ଅୱେସୀ।

ବିଜୟାଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାବଗତ ନିଜ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଜନସଂଖ୍ୟା ଅସନ୍ତୁଳନ ପ୍ରସଙ୍ଗକୁ ଅଣଦେଖା ନ କରାଯିବା ଉଚିତ୍।,୭୫ ବର୍ଷ ପୂର୍ବେ ଆମେ ଏହାର ଅନୁଭବ କରିଥିଲୁ ଏବଂ ଏକବିଂଶ ଶତାବ୍ଦୀରେ ଯେଉଁ ତିନୋଟି ନୂଆ ସ୍ୱାଧୀନ ଦେଶ ଅସ୍ତିସ୍ୱକୁ ଆସିଛନ୍ତି, ଇଷ୍ଟ ତିମୋର, ଦକ୍ଷିଣ ସୁଡାନ ଏବଂ କୋସୋଭା, ତଥା ଇଣ୍ଡୋନେସିଆ, ସୁଡାନ ଏବଂ ସର୍ବିଆ ଗୋଟିଏ ଭୂ-ଭାଗରେ ଜନସଂଖ୍ୟା ଅସନ୍ତୁଳନର ପରିମାଣ ଅଟେ। ଧର୍ମଭିତ୍ତିକ ଜନସଂଖ୍ୟା ସନ୍ତୁଳନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଜନସଂଖ୍ୟା ଅସନ୍ତୁଳନ ଯୋଗୁଁ ଭୌଗଳିକ ସୀମାରେଖାରେ ପରିବର୍ତ୍ତନ ଘଟୁଛି।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓୱେସୀ କହିଛନ୍ତି, ରାଗନ୍ତୁ ନାହିଁ, ସଂଖ୍ୟାଲଘୁ ଜନସଂଖ୍ୟା ବୃଦ୍ଧି ପାଉନାହିଁ, ବରଂ ହ୍ରାସ ପାଉଛି। କିଏ ସବୁଠୁ ବେଶୀ କଣ୍ଡୋମ୍‌ ବ୍ୟବହାର କରୁଛି? ଆମେ। ତୁମେ ଅଜଥାରେ ଚିନ୍ତା କରନାହିଁ।’ ସେ ଆହୁରି କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ରଖନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରେକର୍ଡ ଅନୁସାରେ, ସଂଖ୍ୟାଲଘୁମାନଙ୍କର ସମୁଦାୟ ପ୍ରଜନନହାର ୨% ହ୍ରାସ ପାଇଛି।’

ଓୱେସୀ ଆହୁରି ମଧ୍ୟ କହିଛନ୍ତି, ‘ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ । ତୁମେ ଅଜଥାରେ ଚିନ୍ତାରେ ପକାଅ ନାହିଁ, ବଢୁ ନାହିଁ । ଆମ ଜନସଂଖ୍ୟା କମୁଛି। ମୁସଲମାନଙ୍କ ଟିଆଫଆର କମୁଛି’। ସେ କହିଛନ୍ତି, ‘ଦୁଇ ସନ୍ତାନ ଜନ୍ମ କରିବା ଭିତରେ ସବୁଠୁ ଅଧିକ ବ୍ୟବଧାନ ମୁସଲମାନ ରଖନ୍ତି । ସେ ପ୍ରଶ୍ନ କରିଛନ୍ତି, ସବୁଠୁ ଅଧିକ କଣ୍ଡୋମ କିଏ ବ୍ୟବହାର କରୁଛି, ଆମେ ବ୍ୟବହାର କରୁଛୁ । ମୋହନ ଭାଗବତ ଏହା ଉପରେ କହିବେ ନାହିଁ’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର