ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍: ବିଧାନସଭା ଅଧିବେଶନ ପୂର୍ବରୁ ଶରଦ ପାଓ୍ୱାରଙ୍କୁ ଭେଟିଲେ ଅଜିତ ପାଓ୍ୱାର

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଜିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ବିଦ୍ରୋହର ୧୪ ଦିନ ପରେ ଡାକିଲେ ଦଳର ବରିଷ୍ଠ ନେତାଙ୍କ ବୈଠକ । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶରଦ ପାଓ୍ୱାରଙ୍କ ସହ ଏହି ବୈଠକରେ ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ୍, ଛଗନ ଭୁଜବଳ ଉପସ୍ଥିତ । ଏହି ବୈଠକରେ ସୁପ୍ରିୟା […]

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଜିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ବିଦ୍ରୋହର ୧୪ ଦିନ ପରେ ଡାକିଲେ ଦଳର ବରିଷ୍ଠ ନେତାଙ୍କ ବୈଠକ । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶରଦ ପାଓ୍ୱାରଙ୍କ ସହ ଏହି ବୈଠକରେ ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ୍, ଛଗନ ଭୁଜବଳ ଉପସ୍ଥିତ । ଏହି ବୈଠକରେ ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

16 Jul 2023 By The Sakala

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍: ବିଧାନସଭା ଅଧିବେଶନ ପୂର୍ବରୁ ଶରଦ ପାଓ୍ୱାରଙ୍କୁ ଭେଟିଲେ ଅଜିତ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଜିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ବିଦ୍ରୋହର ୧୪ ଦିନ ପରେ ଡାକିଲେ ଦଳର ବରିଷ୍ଠ ନେତାଙ୍କ ବୈଠକ । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶରଦ ପାଓ୍ୱାରଙ୍କ ସହ ଏହି ବୈଠକରେ ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ୍, ଛଗନ ଭୁଜବଳ ଉପସ୍ଥିତ । ଏହି ବୈଠକରେ ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ ।

https://www.thesakala.in/national-international/mumbai-deputy-cm-ajit-pawar-along-with-his-mlas-reached-to-meet-ncp-president-sharad-pawar/article-23548
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର