ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା, ଆଜି ଆସିବ ଗୁଜରାଟ ହାଇକୋର୍ଟଙ୍କ ରାୟ

The Sakala Picture
Published On

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପରିପ୍ରେକ୍ଷୀରେ ତଳ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟ ତାଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ ବୋଲି ସୂଚନା ମିଳିଛି। ଏହି ରାୟ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ତଳ କୋର୍ଟ ଦେଇଥିବା ରାୟକୁ ନେଇ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି। ଯଦି ହାଇକୋର୍ଟ ତଳ କୋର୍ଟଙ୍କ ଦଣ୍ଡାଦେଶକୁ […]

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପରିପ୍ରେକ୍ଷୀରେ ତଳ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟ ତାଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ ବୋଲି ସୂଚନା ମିଳିଛି। ଏହି ରାୟ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ତଳ କୋର୍ଟ ଦେଇଥିବା ରାୟକୁ ନେଇ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି। ଯଦି ହାଇକୋର୍ଟ ତଳ କୋର୍ଟଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖନ୍ତି ତେବେ ରାହୁଲଙ୍କ ସମସ୍ୟା ଦୂର ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

07 Jul 2023 By The Sakala

ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା, ଆଜି ଆସିବ ଗୁଜରାଟ ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପରିପ୍ରେକ୍ଷୀରେ ତଳ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟ ତାଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ ବୋଲି ସୂଚନା ମିଳିଛି। ଏହି ରାୟ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ତଳ କୋର୍ଟ ଦେଇଥିବା ରାୟକୁ ନେଇ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି। ଯଦି ହାଇକୋର୍ଟ ତଳ କୋର୍ଟଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖନ୍ତି ତେବେ ରାହୁଲଙ୍କ ସମସ୍ୟା ଦୂର ହୋଇପାରେ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର