କର୍ଣ୍ଣାଟକରେ ବନ୍ଦ ହେଲା ଘୃଣାର ବଜାର: ରାହୁଲ ଗାନ୍ଧି

The Sakala Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ। କଂଗ୍ରେସକୁ ବିଜୟ ମିଳିବା ପରେ ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି। ଏନେଇ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ। ଗରିବ ଜନତାଙ୍କ ସହଯୋଗ ହିଁ କଂଗ୍ରେସକୁ ବିଜୟୀ କରିଥିବା କହିଛନ୍ତି ରାହୁଲ। ଏହି ବିଜୟ କର୍ଣ୍ଣାଟକରେ ଘୃଣାର ବଜାରର ଅନ୍ତ ଘଟାଇଛି। ଖୋଲିଛି ହୃଦୟର ବଜାର। କର୍ଣ୍ଣାଟକରେ ଦ୍ବେଷଭାବର ଦୂର ହୋଇଛି ବୋଲି କହିଛନ୍ତି ରହୁଲ। ହୃଦୟ ଖୋଲି ନିର୍ବାଚନ ଲଢିଛି କଂଗ୍ରେସ। ବିଶେଷ କରି ପ୍ରଭାବଶାଳୀ ଓ […]

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ। କଂଗ୍ରେସକୁ ବିଜୟ ମିଳିବା ପରେ ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି। ଏନେଇ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ। ଗରିବ ଜନତାଙ୍କ ସହଯୋଗ ହିଁ କଂଗ୍ରେସକୁ ବିଜୟୀ କରିଥିବା କହିଛନ୍ତି ରାହୁଲ। ଏହି ବିଜୟ କର୍ଣ୍ଣାଟକରେ ଘୃଣାର ବଜାରର ଅନ୍ତ ଘଟାଇଛି। ଖୋଲିଛି ହୃଦୟର ବଜାର। କର୍ଣ୍ଣାଟକରେ ଦ୍ବେଷଭାବର ଦୂର ହୋଇଛି ବୋଲି କହିଛନ୍ତି ରହୁଲ। ହୃଦୟ ଖୋଲି ନିର୍ବାଚନ ଲଢିଛି କଂଗ୍ରେସ। ବିଶେଷ କରି ପ୍ରଭାବଶାଳୀ ଓ ଗରିବ ଜନତାଙ୍କ ମଧ୍ୟରେ ଲଢେଇ ହୋଇଥିଲା।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

ଗରିବ ଜନତାଙ୍କୁ ନେଇ କଂଗ୍ରେସ ନିର୍ବାଚନ ଲଢିଥିଲା। ଏହି ବିଜୟ ଗରିବ ଜନତାଙ୍କର ବୋଲି କହିଛନ୍ତି ରାହୁଲ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଏହାର କାର୍ଯ୍ୟକାଳରେ ଅନେକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଲୋକମାନେ ଆମର ପାଞ୍ଚଟି ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

13 May 2023 By The Sakala

କର୍ଣ୍ଣାଟକରେ ବନ୍ଦ ହେଲା ଘୃଣାର ବଜାର: ରାହୁଲ ଗାନ୍ଧି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ। କଂଗ୍ରେସକୁ ବିଜୟ ମିଳିବା ପରେ ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି। ଏନେଇ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ। ଗରିବ ଜନତାଙ୍କ ସହଯୋଗ ହିଁ କଂଗ୍ରେସକୁ ବିଜୟୀ କରିଥିବା କହିଛନ୍ତି ରାହୁଲ। ଏହି ବିଜୟ କର୍ଣ୍ଣାଟକରେ ଘୃଣାର ବଜାରର ଅନ୍ତ ଘଟାଇଛି। ଖୋଲିଛି ହୃଦୟର ବଜାର। କର୍ଣ୍ଣାଟକରେ ଦ୍ବେଷଭାବର ଦୂର ହୋଇଛି ବୋଲି କହିଛନ୍ତି ରହୁଲ। ହୃଦୟ ଖୋଲି ନିର୍ବାଚନ ଲଢିଛି କଂଗ୍ରେସ। ବିଶେଷ କରି ପ୍ରଭାବଶାଳୀ ଓ ଗରିବ ଜନତାଙ୍କ ମଧ୍ୟରେ ଲଢେଇ ହୋଇଥିଲା।

ଗରିବ ଜନତାଙ୍କୁ ନେଇ କଂଗ୍ରେସ ନିର୍ବାଚନ ଲଢିଥିଲା। ଏହି ବିଜୟ ଗରିବ ଜନତାଙ୍କର ବୋଲି କହିଛନ୍ତି ରାହୁଲ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଏହାର କାର୍ଯ୍ୟକାଳରେ ଅନେକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଲୋକମାନେ ଆମର ପାଞ୍ଚଟି ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିଛନ୍ତି।

https://www.thesakala.in/national-international/market-of-hate-is-shut-shop-of-love-is-open-says-rahul-gandhi/article-21622
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର