ଛତିଶଗଡ଼ ଦାନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା, ୩ ଜିଲ୍ଲାରେ ହାଇ ଆଲର୍ଟ

The Sakala Picture
Published On

ଛତିଶଗଡ଼: ଛତିଶଗଡ଼ ଦାନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା। ୩ ଜିଲ୍ଲାରେ ହାଇ ଆଲର୍ଟ ବଳବତ୍ତର ରହିଥିବା ପୋଲିସ ଡିଜିଙ୍କ ସୂଚନା। କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ହାଇ ଆଲର୍ଟ। ପଡୋଶୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସମସ୍ତ ଅଘଟଣଙ୍କୁ ପ୍ରତିହତ କରିବା ପାଇଁ ଓଡିଶା ପୋଲିସ ପ୍ରସ୍ତୁତ। ଜିଲ୍ଲା ପୋଲିସ, ଏସଓଜି, ସଶସ୍ତ୍ର ଯବାନ ସୀମାନ୍ତବର୍ତ୍ତି ଜିଲ୍ଲାରେ ନିୟୋଜିତ ଅଛନ୍ତି। ଆନ୍ଧ୍ର, ଓଡିଶା, ଛତିଶଗଡ଼ ସୀମାକୁ ସିଲ […]

ଛତିଶଗଡ଼: ଛତିଶଗଡ଼ ଦାନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା। ୩ ଜିଲ୍ଲାରେ ହାଇ ଆଲର୍ଟ ବଳବତ୍ତର ରହିଥିବା ପୋଲିସ ଡିଜିଙ୍କ ସୂଚନା। କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ହାଇ ଆଲର୍ଟ। ପଡୋଶୀ ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସମସ୍ତ ଅଘଟଣଙ୍କୁ ପ୍ରତିହତ କରିବା ପାଇଁ ଓଡିଶା ପୋଲିସ ପ୍ରସ୍ତୁତ। ଜିଲ୍ଲା ପୋଲିସ, ଏସଓଜି, ସଶସ୍ତ୍ର ଯବାନ ସୀମାନ୍ତବର୍ତ୍ତି ଜିଲ୍ଲାରେ ନିୟୋଜିତ ଅଛନ୍ତି। ଆନ୍ଧ୍ର, ଓଡିଶା, ଛତିଶଗଡ଼ ସୀମାକୁ ସିଲ କରିଛି ଓଡିଶା ପୋଲିସ। ପୋଲିସ ଡିଜି ସୁନୀଲ ବଂଶଲଙ୍କ ସୂଚନା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର