ଥମୁନି ମଣିପୁରରେ ହିଂସାର ଚିତ୍ର, ୧୯ ଥାନା ଅଞ୍ଚଳକୁ ଛାଡ଼ି ସାରା ରାଜ୍ୟକୁ ଘୋଷଣା କରାଗାଲା ‘ଅଶାନ୍ତ କ୍ଷେତ୍ର’

The Sakala Picture
Published On

ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ ମଣିପୁରରେ ହିଂସା। ଏହାରି ମଧ୍ୟରେ ବିରେନ୍‌ ସରକାର ୧୯ ଥାନା ଅଞ୍ଚଳକୁ ଛାଡ଼ି ସମଗ୍ର ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ମଣିପୁର ସରକାର ଘାଟିର ୧୯ ଥାନା ଅଞ୍ଚଳକୁ ଛାଡ଼ି ରାଜ୍ୟର ପାହାଡି ଅଞ୍ଚଳରେ (AFSPA)କୁ ୬ ମାସ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । ଯାହା ଅକ୍ଟୋବର ୧ରୁ ଆରମ୍ଭ ହେବ। ଅଣାୟତ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ […]

ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ ମଣିପୁରରେ ହିଂସା। ଏହାରି ମଧ୍ୟରେ ବିରେନ୍‌ ସରକାର ୧୯ ଥାନା ଅଞ୍ଚଳକୁ ଛାଡ଼ି ସମଗ୍ର ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ରିପୋର୍ଟ ଅନୁଯାୟୀ, ମଣିପୁର ସରକାର ଘାଟିର ୧୯ ଥାନା ଅଞ୍ଚଳକୁ ଛାଡ଼ି ରାଜ୍ୟର ପାହାଡି ଅଞ୍ଚଳରେ (AFSPA)କୁ ୬ ମାସ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । ଯାହା ଅକ୍ଟୋବର ୧ରୁ ଆରମ୍ଭ ହେବ। ଅଣାୟତ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସୂଚନାଯୋଗ୍ୟ, ନିକଟରେ ୩ ଛାତ୍ରଙ୍କ ମୃତ୍ୟୁ ପରେ ମଣିପୁରରେ ପୁଣି ଉତ୍ତେଜନା ବଢ଼ିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି ଏବଂ ହଜାର ହଜାର ଛାତ୍ର ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଇମ୍ପାଲରେ ହତ୍ୟା ବିରୋଧରେ ହଜାର ହଜାର ଛାତ୍ରଙ୍କ ପ୍ରଦର୍ଶନ ଦ୍ବିତୀୟ ଦିନରେ ଜାରି ରହିଛି। ଘଟଣାକୁ ନେଇ ଅସନ୍ତୁଷ୍ଟ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରି ରାଲି କରୁଛନ୍ତି ଏବଂ ନାରାବାଜି ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର