ମଣିପୁରରେ ସାଂଘାତିକ ଘଟଣା: ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ, ମା’ ଓ ପୁଅ ଜୀବନ୍ତ ଦଗ୍ଧ

The Sakala Picture
Published On

ଇମ୍ଫାଲ୍: ମଣିପୁରରେ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସଂଘର୍ଷ ବେଳେ ହୋଇଥିବା ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ । ରାସ୍ତାରେ ପ୍ରାୟ ୨ ହଜାର ହିଂସାକାରୀ ଆମ୍ବୁଲାନ୍ସ […]

ଇମ୍ଫାଲ୍: ମଣିପୁରରେ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସଂଘର୍ଷ ବେଳେ ହୋଇଥିବା ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ । ରାସ୍ତାରେ ପ୍ରାୟ ୨ ହଜାର ହିଂସାକାରୀ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ପୁଲିସର ସୂଚନା ଅନୁଯାୟୀ, ନିଆଁ ଲାଗିବା ପରେ ଆମ୍ବୁଲାନ୍ସରୁ କେବଳ କଙ୍କାଳ ମିଳିଛି । ଏ ଘଟଣା ରବିବାର ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି । ମୃତକ ହେଲେ ୭ ବର୍ଷର ଟନସିଙ୍ଗ ହ୍ୟାଙ୍ଗିଗ୍, ତାଙ୍କ ମାଆ ମୀନା ହ୍ୟାଙ୍ଗିଗ୍ ଓ ତାଙ୍କ ସମ୍ପର୍କୀୟ ଲିଡିଆ ଲ୍ୟାରେମ୍ବମ୍ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

07 Jun 2023 By The Sakala

ମଣିପୁରରେ ସାଂଘାତିକ ଘଟଣା: ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ, ମା’ ଓ ପୁଅ ଜୀବନ୍ତ ଦଗ୍ଧ

ଇମ୍ଫାଲ୍: ମଣିପୁରରେ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସଂଘର୍ଷ ବେଳେ ହୋଇଥିବା ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ । ରାସ୍ତାରେ ପ୍ରାୟ ୨ ହଜାର ହିଂସାକାରୀ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ ।

ପୁଲିସର ସୂଚନା ଅନୁଯାୟୀ, ନିଆଁ ଲାଗିବା ପରେ ଆମ୍ବୁଲାନ୍ସରୁ କେବଳ କଙ୍କାଳ ମିଳିଛି । ଏ ଘଟଣା ରବିବାର ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି । ମୃତକ ହେଲେ ୭ ବର୍ଷର ଟନସିଙ୍ଗ ହ୍ୟାଙ୍ଗିଗ୍, ତାଙ୍କ ମାଆ ମୀନା ହ୍ୟାଙ୍ଗିଗ୍ ଓ ତାଙ୍କ ସମ୍ପର୍କୀୟ ଲିଡିଆ ଲ୍ୟାରେମ୍ବମ୍ ବୋଲି ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର