ପୁଣି ଏକ ବୃଦ୍ଧଙ୍କୁ ଘୋଷାଡ଼ି ନେଲା କାର୍, ବୃଦ୍ଧ ମୃତ

The Sakala Picture
Published On

ଚମ୍ପାରନ: ବିହାରରେ ଅଘଟଣ। ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କୁ କାର୍ ବନେଟରେ ୮ କିମି ଘୋଷାଡ଼ି ମାରି ଦେଲେ ଚାଳକ । ବିହାର ପୂର୍ବ ଚମ୍ପାରନ ଜିଲ୍ଲାର ଜାତୀୟ ରାଜପଥ ୨୭ରେ ଘଟିଛି ଏଭଳି ଲୋମହର୍ଷକ ଘଟଣା । କାରରେ ଲାଖିଥିବା ବୃଦ୍ଧ ଚିତ୍କାର କରି ଚାଲିଥିଲେ ବି ଡ୍ରାଇଭର ଗାଡ଼ି ଅଟକାଇ ନ ଥିଲେ । ୮ କିମି ଘୋଷାଡ଼ିବା ପରେ ବ୍ରେକ ଲଗାଇ ଥିଲେ । ଏହାପରେ ବୃଦ୍ଧ ଜଣଙ୍କ କାରରୁ ଖସି […]

ଚମ୍ପାରନ: ବିହାରରେ ଅଘଟଣ। ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କୁ କାର୍ ବନେଟରେ ୮ କିମି ଘୋଷାଡ଼ି ମାରି ଦେଲେ ଚାଳକ । ବିହାର ପୂର୍ବ ଚମ୍ପାରନ ଜିଲ୍ଲାର ଜାତୀୟ ରାଜପଥ ୨୭ରେ ଘଟିଛି ଏଭଳି ଲୋମହର୍ଷକ ଘଟଣା । କାରରେ ଲାଖିଥିବା ବୃଦ୍ଧ ଚିତ୍କାର କରି ଚାଲିଥିଲେ ବି ଡ୍ରାଇଭର ଗାଡ଼ି ଅଟକାଇ ନ ଥିଲେ । ୮ କିମି ଘୋଷାଡ଼ିବା ପରେ ବ୍ରେକ ଲଗାଇ ଥିଲେ । ଏହାପରେ ବୃଦ୍ଧ ଜଣଙ୍କ କାରରୁ ଖସି ପଡ଼ିଥିଲେ ।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

ଜିଲ୍ଲାର କତଓ୍ବା ପୁଲିସ ଥାନା ଅନ୍ତର୍ଗତ ବାଙ୍ଗ୍ରା ଗାମର ଶଙ୍କର ଚୌଧୁର ସାଇକେଲରେ ରାଜପଥରେ ଯାଉଥିଲେ । ଏହି ସମୟରେ ଗୋପାଳଗଞ୍ଜରୁ ଆସୁଥିବା ଏକ କାର୍ ତାଙ୍କୁ ବାଙ୍ଗ୍ରା ଛକରେ ଧକ୍କା ଦେଇଥିଲା । ଧକ୍କା ପରେ ବୃଦ୍ଧ ଜଣକ ବନେଟରେ ଲାଖିଯିବା ସହ ଓ୍ବାଇପରକୁ ଧରି ପକାଇଥିଲେ । ସେ ବିପନ୍ନ ଅବସ୍ଥାରେ କାର୍ ଅଟକାଇବା ଲାଗି ଚିତ୍କାର କରିଥିଲେ ବି ଚାଳକ କାର୍ ଅଟକାଇ ନ ଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଗାଡିର ପିଛା କରିଥିଲେ । ତେବେ କୋତଓ୍ବାର କଦନ ଚୌକରେ ଡ୍ରାଇଭର କାରର ବ୍ରେକ ମାରିବା ପରେ ବୃଦ୍ଧ ଜଣକ ତଳେ ପଡିଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ଚାଳକ ଓ କାରରେ ବସିଥିବା ଲୋକେ ଫେରାର ହୋଇଯାଇଛନ୍ତି । ଘଟଣା ପରେ ପିପ୍ରାକୋଠି ପୁଲିସ କାରକୁ ଜବତ କରି ତଦନ୍ତ ଚଳାଇଛି । କାରଟି ମୋତିହାରର ଜଣେ ଡାକ୍ତରଙ୍କର ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

22 Jan 2023 By The Sakala

ପୁଣି ଏକ ବୃଦ୍ଧଙ୍କୁ ଘୋଷାଡ଼ି ନେଲା କାର୍, ବୃଦ୍ଧ ମୃତ

ଚମ୍ପାରନ: ବିହାରରେ ଅଘଟଣ। ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କୁ କାର୍ ବନେଟରେ ୮ କିମି ଘୋଷାଡ଼ି ମାରି ଦେଲେ ଚାଳକ । ବିହାର ପୂର୍ବ ଚମ୍ପାରନ ଜିଲ୍ଲାର ଜାତୀୟ ରାଜପଥ ୨୭ରେ ଘଟିଛି ଏଭଳି ଲୋମହର୍ଷକ ଘଟଣା । କାରରେ ଲାଖିଥିବା ବୃଦ୍ଧ ଚିତ୍କାର କରି ଚାଲିଥିଲେ ବି ଡ୍ରାଇଭର ଗାଡ଼ି ଅଟକାଇ ନ ଥିଲେ । ୮ କିମି ଘୋଷାଡ଼ିବା ପରେ ବ୍ରେକ ଲଗାଇ ଥିଲେ । ଏହାପରେ ବୃଦ୍ଧ ଜଣଙ୍କ କାରରୁ ଖସି ପଡ଼ିଥିଲେ ।

ଜିଲ୍ଲାର କତଓ୍ବା ପୁଲିସ ଥାନା ଅନ୍ତର୍ଗତ ବାଙ୍ଗ୍ରା ଗାମର ଶଙ୍କର ଚୌଧୁର ସାଇକେଲରେ ରାଜପଥରେ ଯାଉଥିଲେ । ଏହି ସମୟରେ ଗୋପାଳଗଞ୍ଜରୁ ଆସୁଥିବା ଏକ କାର୍ ତାଙ୍କୁ ବାଙ୍ଗ୍ରା ଛକରେ ଧକ୍କା ଦେଇଥିଲା । ଧକ୍କା ପରେ ବୃଦ୍ଧ ଜଣକ ବନେଟରେ ଲାଖିଯିବା ସହ ଓ୍ବାଇପରକୁ ଧରି ପକାଇଥିଲେ । ସେ ବିପନ୍ନ ଅବସ୍ଥାରେ କାର୍ ଅଟକାଇବା ଲାଗି ଚିତ୍କାର କରିଥିଲେ ବି ଚାଳକ କାର୍ ଅଟକାଇ ନ ଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଗାଡିର ପିଛା କରିଥିଲେ । ତେବେ କୋତଓ୍ବାର କଦନ ଚୌକରେ ଡ୍ରାଇଭର କାରର ବ୍ରେକ ମାରିବା ପରେ ବୃଦ୍ଧ ଜଣକ ତଳେ ପଡିଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ଚାଳକ ଓ କାରରେ ବସିଥିବା ଲୋକେ ଫେରାର ହୋଇଯାଇଛନ୍ତି । ଘଟଣା ପରେ ପିପ୍ରାକୋଠି ପୁଲିସ କାରକୁ ଜବତ କରି ତଦନ୍ତ ଚଳାଇଛି । କାରଟି ମୋତିହାରର ଜଣେ ଡାକ୍ତରଙ୍କର ବୋଲି ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର