ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା ବାନାର୍ଜୀ

The Sakala Picture
Published On

କୋଲକାତା : ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାଦରେ ଆଘାତ ଲାଗିଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ମମତାଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ।  ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ ପକ୍ଷରୁ ଜାରି ସୂଚନା ମୁତାବକ, କୁହାଯାଇଛି କି, ମମତା ବାନାର୍ଜୀଙ୍କ ବାରମ୍ୱାର […]

କୋଲକାତା : ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାଦରେ ଆଘାତ ଲାଗିଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ମମତାଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ।  ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ ପକ୍ଷରୁ ଜାରି ସୂଚନା ମୁତାବକ, କୁହାଯାଇଛି କି, ମମତା ବାନାର୍ଜୀଙ୍କ ବାରମ୍ୱାର ଡିସ୍‌ଚାର୍ଜ କରିବା ନେଇ କହିବାରୁ ତାଙ୍କୁ ହସ୍ପିଟାଲରୁ ଘରକୁ ଡିସ୍‌ଚାର୍ଜ କରିଦିଆଯାଇଛି । ହେଲେ ସେ ସପ୍ତାହ ଯାଏ ଘରେ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧବିରାମ ସତ୍ତ୍ୱେ ଉପସାଗରରେ ମୁତୟନ ରହିବ ଭାରତୀୟ ନୌସେନା

ସୂଚନାଯୋଗ୍ୟ ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ  । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଥିଲା ।

ଆହୁରି ପଢ଼ନ୍ତୁ: ଲଗାତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଭେନେଜୁଏଲା: ୩୨ ମୃତ, ୭୦୦ରୁ ଅଧିକ ଆହତ

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ତୋଷରପାତ ମାମଲା: ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟଙ୍କ ଇସ୍ତଫା, ୮ ଗିରଫ

12 Mar 2021 By The Sakala

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା ବାନାର୍ଜୀ

କୋଲକାତା : ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାଦରେ ଆଘାତ ଲାଗିଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ ଆସିଥିବା ଦେଖିବାକୁ ମିଳିଛି। ମମତାଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ।  ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ ପକ୍ଷରୁ ଜାରି ସୂଚନା ମୁତାବକ, କୁହାଯାଇଛି କି, ମମତା ବାନାର୍ଜୀଙ୍କ ବାରମ୍ୱାର ଡିସ୍‌ଚାର୍ଜ କରିବା ନେଇ କହିବାରୁ ତାଙ୍କୁ ହସ୍ପିଟାଲରୁ ଘରକୁ ଡିସ୍‌ଚାର୍ଜ କରିଦିଆଯାଇଛି । ହେଲେ ସେ ସପ୍ତାହ ଯାଏ ଘରେ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ  । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର