ଭାରସାମ୍ଯ ହରାଇ ଘରେ ପଶିଲା ଟ୍ରକ: ୪ମୃତ, ୫ ଗୁରୁତର

The Sakala Picture
Published On

ମୈନପୁରୀ: ଉତ୍ତରପ୍ରଦେଶର ମୈନପୁରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ସଡ଼କ ନିକଟରେ ଥିବା ଘରେ ପଶିଗଲା ଟ୍ରକ୍ । ଫଳରେ ୪ ଜଣଙ୍କର ମୃତ୍ଯୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମେନପୁରୀ ଏସପି କମଲେଶ ଦୀକ୍ଷିତଙ୍କ ସୂଚନା ଅନୁଯାୟୀ,  ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ଏକ ଘରେ ପଶିଯାଇଥିଲା । ଘରେ ସେହି ସମୟରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ତାଙ୍କ […]

ମୈନପୁରୀ: ଉତ୍ତରପ୍ରଦେଶର ମୈନପୁରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ସଡ଼କ ନିକଟରେ ଥିବା ଘରେ ପଶିଗଲା ଟ୍ରକ୍ । ଫଳରେ ୪ ଜଣଙ୍କର ମୃତ୍ଯୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ମେନପୁରୀ ଏସପି କମଲେଶ ଦୀକ୍ଷିତଙ୍କ ସୂଚନା ଅନୁଯାୟୀ,  ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ଏକ ଘରେ ପଶିଯାଇଥିଲା । ଘରେ ସେହି ସମୟରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ତାଙ୍କ ପତ୍ନୀ ଥିଲେ । ଉଭୟ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରକ୍ ମାଡି ଯାଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।  ଏତତ୍ ବ୍ୟତୀତ ଟ୍ରକରେ ଥିବା ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି। ତାହା ଜଣାପଡି ନାହିଁ । ମୈନପୁରୀ ଏସପି କମଲେଶ ଦୀକ୍ଷିତ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

16 Aug 2022 By The Sakala

ଭାରସାମ୍ଯ ହରାଇ ଘରେ ପଶିଲା ଟ୍ରକ: ୪ମୃତ, ୫ ଗୁରୁତର

ମୈନପୁରୀ: ଉତ୍ତରପ୍ରଦେଶର ମୈନପୁରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ସଡ଼କ ନିକଟରେ ଥିବା ଘରେ ପଶିଗଲା ଟ୍ରକ୍ । ଫଳରେ ୪ ଜଣଙ୍କର ମୃତ୍ଯୁ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ମେନପୁରୀ ଏସପି କମଲେଶ ଦୀକ୍ଷିତଙ୍କ ସୂଚନା ଅନୁଯାୟୀ,  ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ଏକ ଘରେ ପଶିଯାଇଥିଲା । ଘରେ ସେହି ସମୟରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ତାଙ୍କ ପତ୍ନୀ ଥିଲେ । ଉଭୟ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରକ୍ ମାଡି ଯାଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।  ଏତତ୍ ବ୍ୟତୀତ ଟ୍ରକରେ ଥିବା ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି। ତାହା ଜଣାପଡି ନାହିଁ । ମୈନପୁରୀ ଏସପି କମଲେଶ ଦୀକ୍ଷିତ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।

https://www.thesakala.in/national-international/mainpuri-up-road-accident-news-4-dead-and-5-injured-after-a-truck-rammed-into-a-house/article-14167
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର