ଲଗାତାର ଆଲୋଚନା ପରେ ମହାରାଷ୍ଟ୍ରରେ ସରିଲା ଆସନ ବୁଝାମଣା

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାତାର ଆଲୋଚନା ପରେ ସାଧାରଣ ନିର୍ବାଚନ ଲାଗି ସିଟ ଭାଗବଣ୍ଟା ନିଷ୍ପତ୍ତି ଶେଷ ହୋଇଛି। ବିଜେପି, ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା ଏବଂ ଅଜିତ ପାୱାର ଗୋଷ୍ଠୀ ଏନସିପି ନେତା ବସି ଡିଲ୍ ଫାଇନାଲ କରିଛନ୍ତି। ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ ୪ ଆସନ ମିଳିଛି। ଅଜିତ ପାୱାର ଅଧିକ ଆସନ ଦାବି କରୁଥିବାବେଲେ ତାଙ୍କୁ ୪ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ବାରାମତି, ରାଇଗଡ଼, ଶିରୁର ଏବଂ ପରଭାନୀ ଆସନରୁ ଏନସିପି […]

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାତାର ଆଲୋଚନା ପରେ ସାଧାରଣ ନିର୍ବାଚନ ଲାଗି ସିଟ ଭାଗବଣ୍ଟା ନିଷ୍ପତ୍ତି ଶେଷ ହୋଇଛି। ବିଜେପି, ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା ଏବଂ ଅଜିତ ପାୱାର ଗୋଷ୍ଠୀ ଏନସିପି ନେତା ବସି ଡିଲ୍ ଫାଇନାଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ ୪ ଆସନ ମିଳିଛି। ଅଜିତ ପାୱାର ଅଧିକ ଆସନ ଦାବି କରୁଥିବାବେଲେ ତାଙ୍କୁ ୪ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ବାରାମତି, ରାଇଗଡ଼, ଶିରୁର ଏବଂ ପରଭାନୀ ଆସନରୁ ଏନସିପି ଅଜିତ ପାୱାର ଗୋଷ୍ଠୀର ନେତା ଲଢିବେ। ବିଜେପି ମହାରାଷ୍ଟ୍ରରେ ୩୧ ଆସନରେ ଲଢିବ। ସେହିପରି ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ବାକି ୧୩ ଆସନରେ ଲଢିବ। ମହାରାଷ୍ଟ୍ରର ବାରାମତି ଆସନ ଦଶନ୍ଧୀ ଧରି ପାୱାରଙ୍କ କବଜାରେ ରହି ଆସିଛି। ଏ ବର୍ଷ ଅଜିତ ପାୱାର ଏବଂ ଶରଦ ପାୱାର ଗୋଷ୍ଠୀର ନେତା ମଧ୍ୟରେ ଏହି ଆସନରେ ଲଢେଇ ହେବ। ଗୋଟିଏ ପରିବାରର ଦୁଇ ନେତାଙ୍କ ମଧ୍ୟରେ ହେବ ସଂଘର୍ଷ। ବାରାମତି ଆସନରୁ ଏବେ ଅଜିତ ପାୱାରଙ୍କ ସମ୍ପର୍କୀୟ ସୁପ୍ରିୟା ସୁଲେ ସାଂସଦ ଅଛନ୍ତି। ଏହି ଆସନରୁ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ମହାରାଷ୍ଟ୍ରରେ ମୋଟ ୪୮ ଲୋକସଭା ଆସନ ରହିଛି। ଏଥିମଧ୍ୟରୁ ୧୩ ଆସନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ନିର୍ବାଚନ ଲଢିବେ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

13 Mar 2024 By The Sakala

ଲଗାତାର ଆଲୋଚନା ପରେ ମହାରାଷ୍ଟ୍ରରେ ସରିଲା ଆସନ ବୁଝାମଣା

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାତାର ଆଲୋଚନା ପରେ ସାଧାରଣ ନିର୍ବାଚନ ଲାଗି ସିଟ ଭାଗବଣ୍ଟା ନିଷ୍ପତ୍ତି ଶେଷ ହୋଇଛି। ବିଜେପି, ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା ଏବଂ ଅଜିତ ପାୱାର ଗୋଷ୍ଠୀ ଏନସିପି ନେତା ବସି ଡିଲ୍ ଫାଇନାଲ କରିଛନ୍ତି।

ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ ୪ ଆସନ ମିଳିଛି। ଅଜିତ ପାୱାର ଅଧିକ ଆସନ ଦାବି କରୁଥିବାବେଲେ ତାଙ୍କୁ ୪ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ବାରାମତି, ରାଇଗଡ଼, ଶିରୁର ଏବଂ ପରଭାନୀ ଆସନରୁ ଏନସିପି ଅଜିତ ପାୱାର ଗୋଷ୍ଠୀର ନେତା ଲଢିବେ। ବିଜେପି ମହାରାଷ୍ଟ୍ରରେ ୩୧ ଆସନରେ ଲଢିବ। ସେହିପରି ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ବାକି ୧୩ ଆସନରେ ଲଢିବ। ମହାରାଷ୍ଟ୍ରର ବାରାମତି ଆସନ ଦଶନ୍ଧୀ ଧରି ପାୱାରଙ୍କ କବଜାରେ ରହି ଆସିଛି। ଏ ବର୍ଷ ଅଜିତ ପାୱାର ଏବଂ ଶରଦ ପାୱାର ଗୋଷ୍ଠୀର ନେତା ମଧ୍ୟରେ ଏହି ଆସନରେ ଲଢେଇ ହେବ। ଗୋଟିଏ ପରିବାରର ଦୁଇ ନେତାଙ୍କ ମଧ୍ୟରେ ହେବ ସଂଘର୍ଷ। ବାରାମତି ଆସନରୁ ଏବେ ଅଜିତ ପାୱାରଙ୍କ ସମ୍ପର୍କୀୟ ସୁପ୍ରିୟା ସୁଲେ ସାଂସଦ ଅଛନ୍ତି। ଏହି ଆସନରୁ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ମହାରାଷ୍ଟ୍ରରେ ମୋଟ ୪୮ ଲୋକସଭା ଆସନ ରହିଛି। ଏଥିମଧ୍ୟରୁ ୧୩ ଆସନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ନିର୍ବାଚନ ଲଢିବେ।

https://www.thesakala.in/national-international/maharashtra-seat-sharing-stalemate-ends/article-30638
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର