କରୋନା ପାଇଁ ହସ୍ପିଟାଲରେ ଶଯ୍ୟାଭାବ, ଆମ୍ବୁଲାନ୍ସରେ ଚିକିତ୍ସା

The Sakala Picture
Published On

ଅହମଦାବାଦ: କରୋନା ସଂକ୍ରମଣ ବୃଦ୍ଧି ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ଗୁଜରାଟ ଅହମଦାବାଦର ସବୁଠୁ ବଡ଼ କରୋନା ହସ୍ପିଟାଲର ୧୨୦୦ ବେଡ୍‌ ପୂର୍ଣ୍ଣ ହୋଇଯାଇଛି। ତେଣୁ ସିଭିଲ ହସ୍ପିଟାଲ କ୍ୟାମ୍ପସରେ ରୋଗୀମାନଙ୍କୁ ଅଟକା ଯାଇଛି। ଏଥିରେ ରୋଗୀ ଶୋଇ ରହି ବେଡ ଖାଲି ହେବାକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ସେମାନଙ୍କ ଚିକିତ୍ସା ଚାଲିଛି ଏବଂ ଅମ୍ଳଜାନ ଦିଆଯାଉଛି। ଏହା ପୂର୍ବରୁ ରାଜ୍ୟର କରୋନା ସ୍ଥିତିକୁ ଦେଖି ହାଇକୋର୍ଟ ସରକାରଙ୍କୁ ତୀବ୍ର […]

ଅହମଦାବାଦ: କରୋନା ସଂକ୍ରମଣ ବୃଦ୍ଧି ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ଗୁଜରାଟ ଅହମଦାବାଦର ସବୁଠୁ ବଡ଼ କରୋନା ହସ୍ପିଟାଲର ୧୨୦୦ ବେଡ୍‌ ପୂର୍ଣ୍ଣ ହୋଇଯାଇଛି। ତେଣୁ ସିଭିଲ ହସ୍ପିଟାଲ କ୍ୟାମ୍ପସରେ ରୋଗୀମାନଙ୍କୁ ଅଟକା ଯାଇଛି। ଏଥିରେ ରୋଗୀ ଶୋଇ ରହି ବେଡ ଖାଲି ହେବାକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ସେମାନଙ୍କ ଚିକିତ୍ସା ଚାଲିଛି ଏବଂ ଅମ୍ଳଜାନ ଦିଆଯାଉଛି। ଏହା ପୂର୍ବରୁ ରାଜ୍ୟର କରୋନା ସ୍ଥିତିକୁ ଦେଖି ହାଇକୋର୍ଟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହୌଜ ରାନୀ ହୋଟେଲ୍ ଅଗ୍ନିକାଣ୍ଡ: ୨୧ ମୃତ, ନିୟମ ଉଲ୍ଲଂଘନ ଅଭିଯୋଗରେ ମାଲିକ ଗିରଫ ଏବଂ B&B ନୀତି ପ୍ରତ୍ୟାହାର ଘୋଷଣା

14 Apr 2021 By The Sakala

କରୋନା ପାଇଁ ହସ୍ପିଟାଲରେ ଶଯ୍ୟାଭାବ, ଆମ୍ବୁଲାନ୍ସରେ ଚିକିତ୍ସା

ଅହମଦାବାଦ: କରୋନା ସଂକ୍ରମଣ ବୃଦ୍ଧି ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ଗୁଜରାଟ ଅହମଦାବାଦର ସବୁଠୁ ବଡ଼ କରୋନା ହସ୍ପିଟାଲର ୧୨୦୦ ବେଡ୍‌ ପୂର୍ଣ୍ଣ ହୋଇଯାଇଛି। ତେଣୁ ସିଭିଲ ହସ୍ପିଟାଲ କ୍ୟାମ୍ପସରେ ରୋଗୀମାନଙ୍କୁ ଅଟକା ଯାଇଛି। ଏଥିରେ ରୋଗୀ ଶୋଇ ରହି ବେଡ ଖାଲି ହେବାକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ସେମାନଙ୍କ ଚିକିତ୍ସା ଚାଲିଛି ଏବଂ ଅମ୍ଳଜାନ ଦିଆଯାଉଛି। ଏହା ପୂର୍ବରୁ ରାଜ୍ୟର କରୋନା ସ୍ଥିତିକୁ ଦେଖି ହାଇକୋର୍ଟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର