ଶପଥ ନେଲେ ସୁପ୍ରିମକୋର୍ଟର ୨ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ୍ କେ.ଭି ବିଶ୍ବନାଥନ, ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ କେ. ଭି. ବିଶ୍ବନାଥନ୍‌ । ଦୁଇ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼। ଏହି ନ୍ୟାୟଧୀଶଙ୍କୁ ମିଶାଇ ସୁପ୍ରିମକୋର୍ଟ ସମସ୍ତ ବିଚାରପତି ପଦ ପୂରଣ ହୋଇଛି । ଜଷ୍ଟିସ ମିଶ୍ର ଓ ଜଷ୍ଟିସ ବିଶ୍ବନାଥଙ୍କୁ ବିଚାରପତି କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ମୋହର ପରେ ଆଜି ପ୍ରଧାନ […]

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ କେ. ଭି. ବିଶ୍ବନାଥନ୍‌ । ଦୁଇ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼। ଏହି ନ୍ୟାୟଧୀଶଙ୍କୁ ମିଶାଇ ସୁପ୍ରିମକୋର୍ଟ ସମସ୍ତ ବିଚାରପତି ପଦ ପୂରଣ ହୋଇଛି । ଜଷ୍ଟିସ ମିଶ୍ର ଓ ଜଷ୍ଟିସ ବିଶ୍ବନାଥଙ୍କୁ ବିଚାରପତି କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ମୋହର ପରେ ଆଜି ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଦୁଇ ନୂତନ ବିଚାରପତିଙ୍କ ଶପଥ ପାଠ କରାଇଛନ୍ତି ।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ସିଜେଆଇ ଚନ୍ଦ୍ରଚୂଡ଼ ଉଭୟ ନବ ନିଯୁକ୍ତ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ତେବେ ଏହି ଦୁଇ ଜଣ ବିଚାରପତିଙ୍କ ନିଯୁକ୍ତି ପରେ ଏବେ ଏମାନଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ତତ୍‌ସହିତ ସମସ୍ତ ବିଚାରପତି ଆସନ ପୂରା ହୋଇଛି। ସର୍ବୋଚ୍ଚ ଅଦାଲତରେ ସର୍ବାଧିକ ୩୪ ଜଣ ବିଚାରପତି ରହିବାର ସାମ୍ବିଧାନିକ ପ୍ରାବଧାନ ରହିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

19 May 2023 By The Sakala

ଶପଥ ନେଲେ ସୁପ୍ରିମକୋର୍ଟର ୨ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ୍ କେ.ଭି ବିଶ୍ବନାଥନ, ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ କେ. ଭି. ବିଶ୍ବନାଥନ୍‌ । ଦୁଇ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼। ଏହି ନ୍ୟାୟଧୀଶଙ୍କୁ ମିଶାଇ ସୁପ୍ରିମକୋର୍ଟ ସମସ୍ତ ବିଚାରପତି ପଦ ପୂରଣ ହୋଇଛି । ଜଷ୍ଟିସ ମିଶ୍ର ଓ ଜଷ୍ଟିସ ବିଶ୍ବନାଥଙ୍କୁ ବିଚାରପତି କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ମୋହର ପରେ ଆଜି ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଦୁଇ ନୂତନ ବିଚାରପତିଙ୍କ ଶପଥ ପାଠ କରାଇଛନ୍ତି ।

ସିଜେଆଇ ଚନ୍ଦ୍ରଚୂଡ଼ ଉଭୟ ନବ ନିଯୁକ୍ତ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ତେବେ ଏହି ଦୁଇ ଜଣ ବିଚାରପତିଙ୍କ ନିଯୁକ୍ତି ପରେ ଏବେ ଏମାନଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ତତ୍‌ସହିତ ସମସ୍ତ ବିଚାରପତି ଆସନ ପୂରା ହୋଇଛି। ସର୍ବୋଚ୍ଚ ଅଦାଲତରେ ସର୍ବାଧିକ ୩୪ ଜଣ ବିଚାରପତି ରହିବାର ସାମ୍ବିଧାନିକ ପ୍ରାବଧାନ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର