ଯୋଶୀମଠ ପରି ଜମ୍ମୁର ଏକ ଗାଁରେ ଭାଙ୍ଗୁଛି ଘରର କାନ୍ଥ

The Sakala Picture
Published On

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି । ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି । ତେବେ ଧୀରେଧୀରେ ମାଟି ଧସିବା ଯୋଗୁଁ ଏଭଳି ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ତରଫରୁ ପଠାଯାଇଥିବା […]

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି । ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି । ତେବେ ଧୀରେଧୀରେ ମାଟି ଧସିବା ଯୋଗୁଁ ଏଭଳି ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ତରଫରୁ ପଠାଯାଇଥିବା ଟିମ୍ ଘଟଣାର ଯାଞ୍ଚ କରୁଛି । ଏପରିକି କିଛି କିଛି ଘର ଖାଲି କରାଯାଉଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

03 Feb 2023 By The Sakala

ଯୋଶୀମଠ ପରି ଜମ୍ମୁର ଏକ ଗାଁରେ ଭାଙ୍ଗୁଛି ଘରର କାନ୍ଥ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି । ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି । ତେବେ ଧୀରେଧୀରେ ମାଟି ଧସିବା ଯୋଗୁଁ ଏଭଳି ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ତରଫରୁ ପଠାଯାଇଥିବା ଟିମ୍ ଘଟଣାର ଯାଞ୍ଚ କରୁଛି । ଏପରିକି କିଛି କିଛି ଘର ଖାଲି କରାଯାଉଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର