ସସପେଣ୍ଡ ହେଲେ ଝାଡଖଣ୍ଡର ବିବାଦୀୟ ଆଇଏଏସ ପୂଜା ସିଙ୍ଘଲ, ଦୁର୍ନୀତି ଅଭିଯୋଗରେ ଗିରଫ କରିଛି ଇଡି

The Sakala Picture
Published On

ରାଞ୍ଚି: ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗତକାଲି ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଆଜି ସସପେଣ୍ଡ ହୋଇଛନ୍ତି ଏହି ବିବାଦୀୟ ଆଇଏଏସ ପୂଜା । ଝାଡଖଣ୍ଡ ସରକାର ତାଙ୍କୁ ନିଲମ୍ବନ କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ […]

ରାଞ୍ଚି: ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗତକାଲି ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଆଜି ସସପେଣ୍ଡ ହୋଇଛନ୍ତି ଏହି ବିବାଦୀୟ ଆଇଏଏସ ପୂଜା । ଝାଡଖଣ୍ଡ ସରକାର ତାଙ୍କୁ ନିଲମ୍ବନ କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ ଏବଂ ତାଙ୍କର ସିଏଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ସିଂଘଲ ଓ ତାଙ୍କର ବ୍ୟବସାୟୀ ସ୍ୱାମୀ ଅଭିଶେକ ଝାଙ୍କ ବିଭିନ୍ନ ଠିକଣାରେ ଏହି ମାସ ୬ ତାରିଖରେ ଇଡି ରେଡ୍ କରିଥିଲା । ପୂଜା ସିଂଘଲଙ୍କ ଘରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା ଇଡି । ଏହି ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ୭ ତାରିଖରେ ଗିରଫ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

12 May 2022 By The Sakala

ସସପେଣ୍ଡ ହେଲେ ଝାଡଖଣ୍ଡର ବିବାଦୀୟ ଆଇଏଏସ ପୂଜା ସିଙ୍ଘଲ, ଦୁର୍ନୀତି ଅଭିଯୋଗରେ ଗିରଫ କରିଛି ଇଡି

ରାଞ୍ଚି: ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗତକାଲି ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଆଜି ସସପେଣ୍ଡ ହୋଇଛନ୍ତି ଏହି ବିବାଦୀୟ ଆଇଏଏସ ପୂଜା । ଝାଡଖଣ୍ଡ ସରକାର ତାଙ୍କୁ ନିଲମ୍ବନ କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ ଏବଂ ତାଙ୍କର ସିଏଙ୍କୁ ଗିରଫ କରିଛି ।

ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ସିଂଘଲ ଓ ତାଙ୍କର ବ୍ୟବସାୟୀ ସ୍ୱାମୀ ଅଭିଶେକ ଝାଙ୍କ ବିଭିନ୍ନ ଠିକଣାରେ ଏହି ମାସ ୬ ତାରିଖରେ ଇଡି ରେଡ୍ କରିଥିଲା । ପୂଜା ସିଂଘଲଙ୍କ ଘରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା ଇଡି । ଏହି ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ୭ ତାରିଖରେ ଗିରଫ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର