ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ବିଜେପି

The Sakala Picture
Published On

ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି। ପ୍ରଥମ ଦଫାରେ ୧୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ। ପୂର୍ବରୁ ପ୍ରାର୍ଥୀ ତାଲିକା ଜାରି କରି ପ୍ରତ୍ୟାହାର କରିନେଇଥିଲା । ସୂଚନା ଅନୁଯାୟୀ, ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିଲା ୪୪ ଜଣିଆ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟରେ ୧୦ଜଣ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ […]

ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି। ପ୍ରଥମ ଦଫାରେ ୧୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ। ପୂର୍ବରୁ ପ୍ରାର୍ଥୀ ତାଲିକା ଜାରି କରି ପ୍ରତ୍ୟାହାର କରିନେଇଥିଲା ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ସୂଚନା ଅନୁଯାୟୀ, ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିଲା ୪୪ ଜଣିଆ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟରେ ୧୦ଜଣ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପରେ ଏହା ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରିନେଇଥିଲା ବିଜେପି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନା ଅନୁଯାୟୀ, ଆସନ୍ତା ସେପ୍‌ଟେମ୍ବର ୧୮ ତାରିଖରୁ ଜାମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ବିଧାନସଭା ଭୋଟ୍‌ ହେବ । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସିଇସି କମିଟି ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହ, ପାର୍ଟି ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ବହୁ ବରିଷ୍ଠ ନେତା ମିଟିଂରେ ସାମିଲ୍‌ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

26 Aug 2024 By The Sakala

ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ବିଜେପି

ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି। ପ୍ରଥମ ଦଫାରେ ୧୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ। ପୂର୍ବରୁ ପ୍ରାର୍ଥୀ ତାଲିକା ଜାରି କରି ପ୍ରତ୍ୟାହାର କରିନେଇଥିଲା ।

ସୂଚନା ଅନୁଯାୟୀ, ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିଲା ୪୪ ଜଣିଆ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟରେ ୧୦ଜଣ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପରେ ଏହା ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରିନେଇଥିଲା ବିଜେପି।

ସୂଚନା ଅନୁଯାୟୀ, ଆସନ୍ତା ସେପ୍‌ଟେମ୍ବର ୧୮ ତାରିଖରୁ ଜାମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ବିଧାନସଭା ଭୋଟ୍‌ ହେବ । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସିଇସି କମିଟି ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହ, ପାର୍ଟି ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ବହୁ ବରିଷ୍ଠ ନେତା ମିଟିଂରେ ସାମିଲ୍‌ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର