ଆତଙ୍କବାଦୀଙ୍କ ଗୁଳିରେ ୨ ସେନା ଅଧିକାରୀ ସହିଦ

The Sakala Picture
Published On

ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିୟ ଘଟିଛି। ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି। କର୍ଣ୍ଣେଲଙ୍କ ନାମ ମନପ୍ରୀତ ସିଂହ ହୋଇଥିବା ବେଳେ ମେଜରଙ୍କ ନାଁ ଆଶିଷ ଧୋନଚକ ବୋଲି ଜଣାପଡ଼ିଛି। ଉଭୟ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର ନେତୃତ୍ୱ ନେଉଥିଲେ । ଅଧିକାରୀ କହିଛନ୍ତି ଯେ, ଅନନ୍ତନାଗର କୋକରନାଗରେ ଅଞ୍ଚଳରେ ପୁଲିସ ଏବଂ ସେନାର ଏକ ମିଳିତ ଟିମ୍ ଘେରାବନ୍ଦୀ ସହ ସର୍ଚ୍ଚ […]

ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିୟ ଘଟିଛି। ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି। କର୍ଣ୍ଣେଲଙ୍କ ନାମ ମନପ୍ରୀତ ସିଂହ ହୋଇଥିବା ବେଳେ ମେଜରଙ୍କ ନାଁ ଆଶିଷ ଧୋନଚକ ବୋଲି ଜଣାପଡ଼ିଛି। ଉଭୟ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର ନେତୃତ୍ୱ ନେଉଥିଲେ ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଅଧିକାରୀ କହିଛନ୍ତି ଯେ, ଅନନ୍ତନାଗର କୋକରନାଗରେ ଅଞ୍ଚଳରେ ପୁଲିସ ଏବଂ ସେନାର ଏକ ମିଳିତ ଟିମ୍ ଘେରାବନ୍ଦୀ ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମିଳିତ ଦଳ ସନ୍ଦିଗ୍ଧ ସ୍ଥାନ ଆଡକୁ ଗଲାବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର