ସଲାମ ହିମବୀର: ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା

The Sakala Picture
Published On

ଉତ୍ତରାଖଣ୍ଡ: ବରଫ ଉପରେ ହିମବୀରଙ୍କ କମାଲ୍ । ମାଇନସ ତାପମାତ୍ରାରେ ଭାରତୀୟ ଆଇଟିବିପି ଯବାନଙ୍କ ପହରା । ଉତ୍ତରାଖଣ୍ଡ ହିମାଳୟ ପର୍ବତରେ ଥଣ୍ଡାକୁ ଖାତିର ନକରି ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ଯବାନ । ୧୫ ହଜାର ଫୁଟ ଉପରେ ଆଇଟିବିପି ଯବାନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । କାନ୍ଧରେ ବନ୍ଧୁକ, ହାତରେ ବାଡି ଧରି ଆଣ୍ଠୁଏ ଉଚ୍ଚର ବରଫକୁ କାଟି କାଟି ଆଗକୁ ବଢିଚାଲିଛନ୍ତି ଯବାନ । ଦେଶର ମୁଖ୍ୟ ଅର୍ଦ୍ଧସାମରିକ ବଳ ହେଉଛି ଆଇଟିବିପି […]

ଉତ୍ତରାଖଣ୍ଡ: ବରଫ ଉପରେ ହିମବୀରଙ୍କ କମାଲ୍ । ମାଇନସ ତାପମାତ୍ରାରେ ଭାରତୀୟ ଆଇଟିବିପି ଯବାନଙ୍କ ପହରା । ଉତ୍ତରାଖଣ୍ଡ ହିମାଳୟ ପର୍ବତରେ ଥଣ୍ଡାକୁ ଖାତିର ନକରି ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ଯବାନ । ୧୫ ହଜାର ଫୁଟ ଉପରେ ଆଇଟିବିପି ଯବାନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । କାନ୍ଧରେ ବନ୍ଧୁକ, ହାତରେ ବାଡି ଧରି ଆଣ୍ଠୁଏ ଉଚ୍ଚର ବରଫକୁ କାଟି କାଟି ଆଗକୁ ବଢିଚାଲିଛନ୍ତି ଯବାନ । ଦେଶର ମୁଖ୍ୟ ଅର୍ଦ୍ଧସାମରିକ ବଳ ହେଉଛି ଆଇଟିବିପି ଯବାନ । ୧୯୬୨ରେ ଗଠନ ହୋଇଥିବା ଆଇଟିବିପିକୁ ହିମବୀର ବୋଲି ମଧ୍ୟ କୁହାଯାଏ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

17 Feb 2022 By The Sakala

ସଲାମ ହିମବୀର: ୧୫ ହଜାର ଫୁଟ୍ ଉପରେ ମାଇନସ୍‌ ତାପମାତ୍ରାରେ କରୁଛନ୍ତି ଦେଶର ସୁରକ୍ଷା

ଉତ୍ତରାଖଣ୍ଡ: ବରଫ ଉପରେ ହିମବୀରଙ୍କ କମାଲ୍ । ମାଇନସ ତାପମାତ୍ରାରେ ଭାରତୀୟ ଆଇଟିବିପି ଯବାନଙ୍କ ପହରା । ଉତ୍ତରାଖଣ୍ଡ ହିମାଳୟ ପର୍ବତରେ ଥଣ୍ଡାକୁ ଖାତିର ନକରି ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ଯବାନ । ୧୫ ହଜାର ଫୁଟ ଉପରେ ଆଇଟିବିପି ଯବାନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । କାନ୍ଧରେ ବନ୍ଧୁକ, ହାତରେ ବାଡି ଧରି ଆଣ୍ଠୁଏ ଉଚ୍ଚର ବରଫକୁ କାଟି କାଟି ଆଗକୁ ବଢିଚାଲିଛନ୍ତି ଯବାନ । ଦେଶର ମୁଖ୍ୟ ଅର୍ଦ୍ଧସାମରିକ ବଳ ହେଉଛି ଆଇଟିବିପି ଯବାନ । ୧୯୬୨ରେ ଗଠନ ହୋଇଥିବା ଆଇଟିବିପିକୁ ହିମବୀର ବୋଲି ମଧ୍ୟ କୁହାଯାଏ ।

https://www.thesakala.in/national-international/itbp-personnel-patrolling-in-snow-bound-area-at-15000-feet-in-sub-zero-temperature/article-9332
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର