ବେଙ୍ଗାଲୁରୁରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଖଟ ତଳୁ ମିଳିଲା ନଗଦ ୪୨ କୋଟି ଟଙ୍କା

The Sakala Picture
Published On

ବେଙ୍ଗାଲୁରୁ: କୋଟିଏ କି ଦୁଇ କୋଟି ନୁହେଁ, ରେଡବେଳେ ପୁରା ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ହୋଇଗଲା । କର୍ଣ୍ଣାଟକରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଘରୁ ଜବତ ହୋଇଛି ନଗଦ ୪୨ କୋଟି ଟଙ୍କା । ଏତେ ପରିମାଣର ଟଙ୍କାକୁ ଖଟ ତଳେ ପ୍ରାୟ ୨୩ଟି ପେଟିରେ ରଖିଥଲେ କଣ୍ଟ୍ରାକ୍ଟର । ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ […]

ବେଙ୍ଗାଲୁରୁ: କୋଟିଏ କି ଦୁଇ କୋଟି ନୁହେଁ, ରେଡବେଳେ ପୁରା ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ହୋଇଗଲା । କର୍ଣ୍ଣାଟକରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଘରୁ ଜବତ ହୋଇଛି ନଗଦ ୪୨ କୋଟି ଟଙ୍କା । ଏତେ ପରିମାଣର ଟଙ୍କାକୁ ଖଟ ତଳେ ପ୍ରାୟ ୨୩ଟି ପେଟିରେ ରଖିଥଲେ କଣ୍ଟ୍ରାକ୍ଟର । ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ଆୟକର ବିଭାଗ ପକ୍ଷରୁ ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ନଗଦ ରାଶି ପାଞ୍ଚ ନିର୍ବାଚନୀ ରାଜ୍ୟରେ ଫଣ୍ଡିଙ୍ଗ୍‌ ପାଇଁ ସଂଗ୍ରହ କରାଯାଇଥିଲା।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଆରଟି ନଗର ନିକଟ ଆତ୍ମାନନ୍ଦା କଲୋନୀସ୍ଥିତ ଏକ ଫ୍ଲାଟରେ ଏତେ ପରିମାଣର ଟଙ୍କା ଥିବାନେଇ କୌଣସି ବିଶେଷ ସୂତ୍ରରୁ ବିଭାଗ ସୂଚନା ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ସେଠାରେ ଚଢ଼ାଉ କରିବା ସମୟରେ ୪୨ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲେ। ତେବେ ଆମେ କହିରଖୁ କି, ଆସନ୍ତା କିଛି ଦିନ ମଧ୍ୟରେ ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଅଛି। ଜବତ ହୋଇଥିବା ଏହି ଟଙ୍କା ସେଠାକୁ ଯିବାର ଥିଲା ବୋଲି ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

13 Oct 2023 By The Sakala

ବେଙ୍ଗାଲୁରୁରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଖଟ ତଳୁ ମିଳିଲା ନଗଦ ୪୨ କୋଟି ଟଙ୍କା

ବେଙ୍ଗାଲୁରୁ: କୋଟିଏ କି ଦୁଇ କୋଟି ନୁହେଁ, ରେଡବେଳେ ପୁରା ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ହୋଇଗଲା । କର୍ଣ୍ଣାଟକରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଘରୁ ଜବତ ହୋଇଛି ନଗଦ ୪୨ କୋଟି ଟଙ୍କା । ଏତେ ପରିମାଣର ଟଙ୍କାକୁ ଖଟ ତଳେ ପ୍ରାୟ ୨୩ଟି ପେଟିରେ ରଖିଥଲେ କଣ୍ଟ୍ରାକ୍ଟର । ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ଆୟକର ବିଭାଗ ପକ୍ଷରୁ ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ନଗଦ ରାଶି ପାଞ୍ଚ ନିର୍ବାଚନୀ ରାଜ୍ୟରେ ଫଣ୍ଡିଙ୍ଗ୍‌ ପାଇଁ ସଂଗ୍ରହ କରାଯାଇଥିଲା।

ଆରଟି ନଗର ନିକଟ ଆତ୍ମାନନ୍ଦା କଲୋନୀସ୍ଥିତ ଏକ ଫ୍ଲାଟରେ ଏତେ ପରିମାଣର ଟଙ୍କା ଥିବାନେଇ କୌଣସି ବିଶେଷ ସୂତ୍ରରୁ ବିଭାଗ ସୂଚନା ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ସେଠାରେ ଚଢ଼ାଉ କରିବା ସମୟରେ ୪୨ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲେ। ତେବେ ଆମେ କହିରଖୁ କି, ଆସନ୍ତା କିଛି ଦିନ ମଧ୍ୟରେ ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଅଛି। ଜବତ ହୋଇଥିବା ଏହି ଟଙ୍କା ସେଠାକୁ ଯିବାର ଥିଲା ବୋଲି ଆଶଙ୍କା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର