ପୁଣି ଇତିହାସ ରଚିଲା ଇସ୍ରୋ, ଓସେନସେଟ୍‌-୩ ସମେତ ୮ଟି ନାନୋ ସାଟେଲାଇଟ୍‌କୁ ମହାକାଶକୁ କଲା ଉତକ୍ଷେପଣ

The Sakala Picture
Published On

ଶ୍ରୀହରିକୋଟା: ଆଜି ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ । ଇସ୍ରୋ ପକ୍ଷରୁ ଆଜି ଲଞ୍ଚ ହୋଇଛି ୯ଟି ସାଟେଲାଇଟ । ହାଇଦ୍ରାବାଦର ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଛି ରକେଟ । ଓସିଆନ୍‌ସାଟ-୩ ସମେତ ୮ ଟି ନାନୋ ସାଟୋଲାଇଟ୍‌ ମହାକାଶକୁ ପଠାଯାଇଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍‌ ମଧ୍ୟ ସାମିଲ ଅଛି । ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯାଇଛି […]

ଶ୍ରୀହରିକୋଟା: ଆଜି ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ । ଇସ୍ରୋ ପକ୍ଷରୁ ଆଜି ଲଞ୍ଚ ହୋଇଛି ୯ଟି ସାଟେଲାଇଟ । ହାଇଦ୍ରାବାଦର ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଛି ରକେଟ । ଓସିଆନ୍‌ସାଟ-୩ ସମେତ ୮ ଟି ନାନୋ ସାଟୋଲାଇଟ୍‌ ମହାକାଶକୁ ପଠାଯାଇଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍‌ ମଧ୍ୟ ସାମିଲ ଅଛି ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଏହା ମଧ୍ୟରେ ଭାରତ ଓ ଭୁଟାନର ଜଏଣ୍ଟ ସାଟେଲାଇଟ ରହିଛି । ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ଏଥିସହ ସମୁଦ୍ର କ୍ଷେତ୍ରରେ ବିଭିନ୍ନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ଏହି ସାଟେଲାଇଟର ଓଜନ ପ୍ରାୟ ଏକ ହଜାର କିଲୋ ରହିଛି । ପୂର୍ବରୁ ଓସେନସେଟ ସାଟେଲାଇଟ-୩କୁ ଅଗଷ୍ଟରେ ଲଞ୍ଚିଂ ପାଇଁ ଧ୍ୟାର୍ଯ୍ୟ କରାଯାଇଥିଲା । କିନ୍ତୁ କିଛି ସମସ୍ୟା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

26 Nov 2022 By The Sakala

ପୁଣି ଇତିହାସ ରଚିଲା ଇସ୍ରୋ, ଓସେନସେଟ୍‌-୩ ସମେତ ୮ଟି ନାନୋ ସାଟେଲାଇଟ୍‌କୁ ମହାକାଶକୁ କଲା ଉତକ୍ଷେପଣ

ଶ୍ରୀହରିକୋଟା: ଆଜି ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ । ଇସ୍ରୋ ପକ୍ଷରୁ ଆଜି ଲଞ୍ଚ ହୋଇଛି ୯ଟି ସାଟେଲାଇଟ । ହାଇଦ୍ରାବାଦର ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇଛି ରକେଟ । ଓସିଆନ୍‌ସାଟ-୩ ସମେତ ୮ ଟି ନାନୋ ସାଟୋଲାଇଟ୍‌ ମହାକାଶକୁ ପଠାଯାଇଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍‌ ମଧ୍ୟ ସାମିଲ ଅଛି ।

ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଏହା ମଧ୍ୟରେ ଭାରତ ଓ ଭୁଟାନର ଜଏଣ୍ଟ ସାଟେଲାଇଟ ରହିଛି । ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ ।

ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ଏଥିସହ ସମୁଦ୍ର କ୍ଷେତ୍ରରେ ବିଭିନ୍ନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ଏହି ସାଟେଲାଇଟର ଓଜନ ପ୍ରାୟ ଏକ ହଜାର କିଲୋ ରହିଛି । ପୂର୍ବରୁ ଓସେନସେଟ ସାଟେଲାଇଟ-୩କୁ ଅଗଷ୍ଟରେ ଲଞ୍ଚିଂ ପାଇଁ ଧ୍ୟାର୍ଯ୍ୟ କରାଯାଇଥିଲା । କିନ୍ତୁ କିଛି ସମସ୍ୟା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର