ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ଶ୍ରୀନଗର: ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍‌ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛି ସର୍ଚ୍ଚ ଅପରେସନ ଟିମ । ପାଇଲଟ ଓ କୋ-ପାଇଲଟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ଟିମ । ତେବେ କେଉଁ କାରଣରୁ ହେଲିକପ୍ଟର କ୍ରାସ ହୋଇଛି ତା’ର କୌଣସି ସୂଚନା ଏଯାଏଁ ମିଳିନାହିଁ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତ […]

ଶ୍ରୀନଗର: ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍‌ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛି ସର୍ଚ୍ଚ ଅପରେସନ ଟିମ । ପାଇଲଟ ଓ କୋ-ପାଇଲଟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ଟିମ । ତେବେ କେଉଁ କାରଣରୁ ହେଲିକପ୍ଟର କ୍ରାସ ହୋଇଛି ତା’ର କୌଣସି ସୂଚନା ଏଯାଏଁ ମିଳିନାହିଁ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତ ହେଉଛି ବୋଲି ଜଣାପଡିଛି । ଗୁରେଜର ଏସଡିଏମ କହିଛନ୍ତି ଯେ ଦୁର୍ଘଟଣା ପରେ ବର୍ତ୍ତମାନ ସେହି ସେନା ହେଲିକପ୍ଟର ସହିତ କୌଣସି ସମ୍ପର୍କ ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

11 Mar 2022 By The Sakala

ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍‌ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛି ସର୍ଚ୍ଚ ଅପରେସନ ଟିମ । ପାଇଲଟ ଓ କୋ-ପାଇଲଟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ଟିମ । ତେବେ କେଉଁ କାରଣରୁ ହେଲିକପ୍ଟର କ୍ରାସ ହୋଇଛି ତା’ର କୌଣସି ସୂଚନା ଏଯାଏଁ ମିଳିନାହିଁ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତ ହେଉଛି ବୋଲି ଜଣାପଡିଛି । ଗୁରେଜର ଏସଡିଏମ କହିଛନ୍ତି ଯେ ଦୁର୍ଘଟଣା ପରେ ବର୍ତ୍ତମାନ ସେହି ସେନା ହେଲିକପ୍ଟର ସହିତ କୌଣସି ସମ୍ପର୍କ ହୋଇପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର