ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୯୬୧କୁ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୯୬୧କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୨୬୩ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୫୨ ଓ ଗୁଜରାଟରେ ୯୭ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜସ୍ଥାନ-୬୯, କେରଳ- ୬୫, ତେଲେଙ୍ଗାନା- ୬୨, କର୍ଣ୍ଣାଟକ- ୩୪, ତାମିଲନାଡୁ- ୪୫, ହରିଆଣା -୧୨, ପଶ୍ଚିମବଙ୍ଗ- ୧୧ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ଼ିଶାରେ- ୯, ଆନ୍ଧ୍ରପ୍ରଦେଶ -୧୬, […]

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୯୬୧କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୨୬୩ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୫୨ ଓ ଗୁଜରାଟରେ ୯୭ ଜଣ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ଏଥିସହିତ ରାଜସ୍ଥାନ-୬୯, କେରଳ- ୬୫, ତେଲେଙ୍ଗାନା- ୬୨, କର୍ଣ୍ଣାଟକ- ୩୪, ତାମିଲନାଡୁ- ୪୫, ହରିଆଣା -୧୨, ପଶ୍ଚିମବଙ୍ଗ- ୧୧ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ଼ିଶାରେ- ୯, ଆନ୍ଧ୍ରପ୍ରଦେଶ -୧୬, ଉତ୍ତରାଖ-ଣ୍ଡ ୪, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୦ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

30 Dec 2021 By The Sakala

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୯୬୧କୁ ବୃଦ୍ଧି

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୯୬୧କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୨୬୩ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୫୨ ଓ ଗୁଜରାଟରେ ୯୭ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜସ୍ଥାନ-୬୯, କେରଳ- ୬୫, ତେଲେଙ୍ଗାନା- ୬୨, କର୍ଣ୍ଣାଟକ- ୩୪, ତାମିଲନାଡୁ- ୪୫, ହରିଆଣା -୧୨, ପଶ୍ଚିମବଙ୍ଗ- ୧୧ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ଼ିଶାରେ- ୯, ଆନ୍ଧ୍ରପ୍ରଦେଶ -୧୬, ଉତ୍ତରାଖ-ଣ୍ଡ ୪, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୦ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର