ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୧୮୯୨କୁ ବୃଦ୍ଧି, ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୧୮୯୨ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୮୨ ଓ କେରଳରେ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜସ୍ଥାନ-୧୭୪, ଗୁଜୁରାଟ-୧୫୨ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୬୪, ତାମିଲନାଡୁ- ୧୨୧, ହରିଆଣା -୬୩, ଓଡ଼ିଶା-୩୭, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୧୭, […]
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୧୮୯୨ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୮୨ ଓ କେରଳରେ ୧୮୫ ଜଣ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ରାଜସ୍ଥାନ-୧୭୪, ଗୁଜୁରାଟ-୧୫୨ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୬୪, ତାମିଲନାଡୁ- ୧୨୧, ହରିଆଣା -୬୩, ଓଡ଼ିଶା-୩୭, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୧୭, ଉତ୍ତରାଖ-ଣ୍ଡ ୮, ଉତ୍ତର ପ୍ରଦେଶ-୮, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୮, ଗୋଆ- ୫, ଆଣ୍ଡାମାନ ନିକୋବରରୁ -୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ। ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୬୬ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି
04 Jan 2022
By The Sakala
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୧୮୯୨କୁ ବୃଦ୍ଧି, ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ
ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୧୮୯୨ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୮୨ ଓ କେରଳରେ ୧୮୫ ଜଣ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ରାଜସ୍ଥାନ-୧୭୪, ଗୁଜୁରାଟ-୧୫୨ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୬୪, ତାମିଲନାଡୁ- ୧୨୧, ହରିଆଣା -୬୩, ଓଡ଼ିଶା-୩୭, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୧୭, ଉତ୍ତରାଖ-ଣ୍ଡ ୮, ଉତ୍ତର ପ୍ରଦେଶ-୮, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୮, ଗୋଆ- ୫, ଆଣ୍ଡାମାନ ନିକୋବରରୁ -୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ। ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୬୬ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
https://www.thesakala.in/national-international/india-omicron-cases-update-4-jan-2022/article-8131