ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବୁଲା କୁକୁର କାମୁଡ଼ିଲେ ଖାଇବାକୁ ଦେଉଥିବା ଲୋକ ହିଁ ଦାୟୀ

The Sakala Picture
Published On

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ମନ୍ତବ୍ୟ ଜାରି କରିଛନ୍ତି। ଯଦି ବୁଲା କୁକୁର କାହାରିକୁ କାମୁଡ଼ନ୍ତି କିମ୍ବା କିଛି କ୍ଷତି କରନ୍ତି ତେବେ ସେମାନଙ୍କୁ ନିୟମିତ ଖାଇବାକୁ ଦେଉଥିବା ଲୋକ ହିଁ ଦାୟୀ ରହିବ ଏବଂ କ୍ଷତିଭରଣା କରିବ ବୋଲି କୋର୍ଟ କହିଛନ୍ତି। ଦିନକୁ ଦିନ ଦେଶରେ ବୁଲା କୁକୁର କାମୁଡ଼ା ସଂଖ୍ୟା ବଢିବାରେ ଲାଗିଛି। ୨୦୧୯ ପରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା କୁକୁର କାମୁଡ଼ା ସଂଖ୍ୟା ୧.୫ କୋଟିରେ ପହଞ୍ଚିଥିବାରୁ […]

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ମନ୍ତବ୍ୟ ଜାରି କରିଛନ୍ତି। ଯଦି ବୁଲା କୁକୁର କାହାରିକୁ କାମୁଡ଼ନ୍ତି କିମ୍ବା କିଛି କ୍ଷତି କରନ୍ତି ତେବେ ସେମାନଙ୍କୁ ନିୟମିତ ଖାଇବାକୁ ଦେଉଥିବା ଲୋକ ହିଁ ଦାୟୀ ରହିବ ଏବଂ କ୍ଷତିଭରଣା କରିବ ବୋଲି କୋର୍ଟ କହିଛନ୍ତି। ଦିନକୁ ଦିନ ଦେଶରେ ବୁଲା କୁକୁର କାମୁଡ଼ା ସଂଖ୍ୟା ବଢିବାରେ ଲାଗିଛି। ୨୦୧୯ ପରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା କୁକୁର କାମୁଡ଼ା ସଂଖ୍ୟା ୧.୫ କୋଟିରେ ପହଞ୍ଚିଥିବାରୁ କୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବ ସହ ଗ୍ରହଣ କରିଛନ୍ତି। ବୁଲା କୁକୁର ସମସ୍ୟାକୁ କିଛି ସମାଧାନର ବାଟ ବାହାର କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜେ କେ ମାହେଶ୍ବରୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ବୁଲା କୁକୁରଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା କିଛି ଖରାପ କଥା ନୁହେଁ। କିନ୍ତୁ ସେମାନଙ୍କ ଦ୍ବାରା ଅଧିକାଂଶ ସମୟରେ ସମସ୍ୟା ଉପୁଜୁଛି। ଲୋକଙ୍କୁ ସୁରକ୍ଷା ମିଳିବା ଦରକାର। କୁକରଙ୍କ ପ୍ରତି ମାନବିକତା ଏବଂ ସେମାନଙ୍କ ଠାରୁ ଅନ୍ୟମାନଙ୍କୁ ସୁରକ୍ଷା ଦେବା ମଧ୍ୟରେ ସମତୁଲତା ରହିବା ଦରକାର। ବିଶେଷକରି ଯେଉଁମାନେ ବୁଲାକୁକୁରଙ୍କୁ ନିୟମିତ ଖାଇବାକୁ ଦେଉଛନ୍ତି ସେମାନେ କୁକୁରଙ୍କୁ ଟିକା ଦେବା କଥା ମଧ୍ୟ ଚିନ୍ତା କରିବା ଉଚିତ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

11 Sep 2022 By The Sakala

ବୁଲା କୁକୁର କାମୁଡ଼ିଲେ ଖାଇବାକୁ ଦେଉଥିବା ଲୋକ ହିଁ ଦାୟୀ

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ମନ୍ତବ୍ୟ ଜାରି କରିଛନ୍ତି। ଯଦି ବୁଲା କୁକୁର କାହାରିକୁ କାମୁଡ଼ନ୍ତି କିମ୍ବା କିଛି କ୍ଷତି କରନ୍ତି ତେବେ ସେମାନଙ୍କୁ ନିୟମିତ ଖାଇବାକୁ ଦେଉଥିବା ଲୋକ ହିଁ ଦାୟୀ ରହିବ ଏବଂ କ୍ଷତିଭରଣା କରିବ ବୋଲି କୋର୍ଟ କହିଛନ୍ତି। ଦିନକୁ ଦିନ ଦେଶରେ ବୁଲା କୁକୁର କାମୁଡ଼ା ସଂଖ୍ୟା ବଢିବାରେ ଲାଗିଛି। ୨୦୧୯ ପରେ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା କୁକୁର କାମୁଡ଼ା ସଂଖ୍ୟା ୧.୫ କୋଟିରେ ପହଞ୍ଚିଥିବାରୁ କୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବ ସହ ଗ୍ରହଣ କରିଛନ୍ତି। ବୁଲା କୁକୁର ସମସ୍ୟାକୁ କିଛି ସମାଧାନର ବାଟ ବାହାର କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଜେ କେ ମାହେଶ୍ବରୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ବୁଲା କୁକୁରଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା କିଛି ଖରାପ କଥା ନୁହେଁ। କିନ୍ତୁ ସେମାନଙ୍କ ଦ୍ବାରା ଅଧିକାଂଶ ସମୟରେ ସମସ୍ୟା ଉପୁଜୁଛି। ଲୋକଙ୍କୁ ସୁରକ୍ଷା ମିଳିବା ଦରକାର। କୁକରଙ୍କ ପ୍ରତି ମାନବିକତା ଏବଂ ସେମାନଙ୍କ ଠାରୁ ଅନ୍ୟମାନଙ୍କୁ ସୁରକ୍ଷା ଦେବା ମଧ୍ୟରେ ସମତୁଲତା ରହିବା ଦରକାର। ବିଶେଷକରି ଯେଉଁମାନେ ବୁଲାକୁକୁରଙ୍କୁ ନିୟମିତ ଖାଇବାକୁ ଦେଉଛନ୍ତି ସେମାନେ କୁକୁରଙ୍କୁ ଟିକା ଦେବା କଥା ମଧ୍ୟ ଚିନ୍ତା କରିବା ଉଚିତ ବୋଲି କୋର୍ଟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର