ମଙ୍ଗଳ ଗ୍ରହରେ ସନ୍ତାନ ଜନ୍ମ କରିପାରିବ ମନୁଷ୍ୟ

The Sakala Picture
Published On

ଟୋକିଓ, ୧୩୬ (ଏଜେନ୍ତି): ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ ଜାରି ରହିଛି। ଏ ବ କ୍ଷେତ୍ରରେ ମନୁଷ୍ୟ ହାତରେ ବଡ ସଫଳତା ଲାଗିଛି । ଏହି ଲାଲ ଗ୍ରହରେ ମନୁଷ୍ୟ ସନ୍ତାନ ଜନ୍ମ କରିପାରିବ ବୋଲି କିଛି ବୈଜ୍ଞାନିକ ଦାବି କରିଛନ୍ତି। ମଙ୍ଗଳରେ ସ୍ପର୍ମ ୨୦୦ ୨ ବର୍ଷ ପର୍ଯ୍ୟନ୍ତ ରହିପାରିବ। ମହାକାଶରେ ବିକିରଣ ଯୋଗୁଁ ମନୁଷ୍ୟର ଡିଏନଏ ଖରାପ ସି ହୋଇପାରେ ଏବଂ ପ୍ରଜନନ ଅସମ୍ଭବ ବୋଲି ବୈଜ୍ଞାନିକମାନେ ମନେ କରୁଥିଲେ। କିନ୍ତୁ ଏବେ ଅନ୍ତର୍ଜାତୀୟ […]

ଟୋକିଓ, ୧୩୬ (ଏଜେନ୍ତି): ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ ଜାରି ରହିଛି। ଏ ବ କ୍ଷେତ୍ରରେ ମନୁଷ୍ୟ ହାତରେ ବଡ ସଫଳତା ଲାଗିଛି । ଏହି ଲାଲ ଗ୍ରହରେ ମନୁଷ୍ୟ ସନ୍ତାନ ଜନ୍ମ କରିପାରିବ ବୋଲି କିଛି ବୈଜ୍ଞାନିକ ଦାବି କରିଛନ୍ତି। ମଙ୍ଗଳରେ ସ୍ପର୍ମ ୨୦୦ ୨ ବର୍ଷ ପର୍ଯ୍ୟନ୍ତ ରହିପାରିବ। ମହାକାଶରେ ବିକିରଣ ଯୋଗୁଁ ମନୁଷ୍ୟର ଡିଏନଏ ଖରାପ ସି ହୋଇପାରେ ଏବଂ ପ୍ରଜନନ ଅସମ୍ଭବ ବୋଲି ବୈଜ୍ଞାନିକମାନେ ମନେ କରୁଥିଲେ। କିନ୍ତୁ ଏବେ ଅନ୍ତର୍ଜାତୀୟ ଷ୍ଟେସନ(ଆଇଏସଏସ) ୬ ବର୍ଷ ମହାକାଶ ରେ ଗତ ହେଲା ଚଞ୍ଜାଯାଇଥିବା ମୁଷାର ସ୍ତମ ନମୁନାକୁ ପୃଥିବୀକୁ ଅଣାଯାଇଛି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହା ସୁରକ୍ଷିତ ଏବଂ ସୁସ୍ଥ ରହିଛି । ଏଥ୍ଯୋଗୁଁ ବୈଜ୍ଞାନିକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ସୂଚନା ଅନୁଯାୟୀ ୬୬ ମୂଷାର ସ୍ପର୍ମ ନମୁନାକୁ ୨୦୧୨ରେ ୩୦ରୁ ଅଧିକ ଗ୍ଲାସ ଆମ୍ୟୁଲ୍ସରେ ରଖାଯାଇଥିଲା। ଏହା ପରେ ବୈଜ୍ଞାନିକମାନେ ସବୁଠାରୁ ସୁସ୍ଥ ନମୁନାରୁ ଶିଶୁ ଉତ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୩ ଅଗଷ୍ଟ ୪ରେ ୩ ନମୁନାକୁ ଆଇଏସଏସ ପାଇଁ ଲଞ୍ଚ କରାଯାଇଥିଲା। ଏହି ତିନୋଟି ନମୁନାକୁ ଜାପାନର ସୁକବାରେ ଅନେକ ରାଡିଏସନ ଥିବା ସ୍ଥାନରେ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପ୍ରଥମ ବକ୍ସକୁ ୨୦୧୪ ମେ ୧୯ରେ ଅଣାଯାଇଥିଲା ଏବଂ ନମୁନା ପରୀକ୍ଷଣ ପରେ ପ୍ରକଳ୍ପକୁ ଜାରି ରଖାଯାଇଥିଲା। ସେହିପରି ଦ୍ଵିତୀୟ ବକ୍ସ ୨୦୧୬ ମେ ୧୧ରେ ଏବଂ ତୃତୀୟ ବକ୍ସକୁ ୨୦୧୯ ଜୁନ ୩ରେ ଅଣାଯାଇଥିଲା । ପୃଥିବୀକୁ ଫେରିବା ପରେ ନମୁନାର ଆରଏନଏ ସିକ୍ରେନସିଂ କରାଯାଇ ବିକିରଣ ଅନୁଧ୍ୟାନ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ ଆଇଏସଏସରେ ଥିବା ସମୟରେ ସ୍ଟମରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୃଥିବୀରେ ରଖାଯାଇଥିବା ଦକୁ ମଧ୍ଯ ଜାପାନର ୟାମାନାସି ୟୁନଭର୍ସିଟିକ ପଠା

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଯାଇଥିଲା। ଡ୍ରାଇ-ଫ୍ରିଜ କରି ପଠାଯାଇଥିବା ସ୍ବର୍ମକୁ ରିହାଇଡ୍ରେଟ କରାଯାଇଥିଲା | ପରେ ନୂଆ ଓଭାରୀ ସେଲ୍ସରେ ଇନଜେକ୍ଟ କରାଯାଇଥିଲା । ପ୍ରଫେସର ସମ୍ଭାକା କାୟାମଙ୍କ ଅନୁଯାୟୀ ଏଥିରେ ଜେନେଟିକ ଭାବେ ଅନେକ ଶିଶୁ ଉତ୍ପନ୍ନ ହୋଇଥିଲେ। ସେମାନଙ୍କ ଶରୀରରେ କୌଣସି ସମସ୍ୟା ନଥିଲା । ଏହା ମନୁଷ୍ୟ ସଭ୍ୟତା ପାଇଁ ଗୁରୁତ୍ବପୂର୍ଣ୍ଣ ସନ୍ଧାନ ବୋଲି ପ୍ରଫେସର କହିଛନ୍ତି। ଏହି ଅଧ୍ୟୟନ ‘ସାଇନ୍ ଆଡଭାନୁସେସ ପତ୍ରିକାରେ ପ୍ରକାଶ

ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର