ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ ମୃତ

The Sakala Picture
Published On

ଗୁଜରାଟ: ଗୁଜରାଟର ଆନନ୍ଦ ଜିଲ୍ଲାର ଇନ୍ଦ୍ରନାଜ ଗ୍ରାମ ନିକଟରେ ବୁଧବାର ସକାଳେ ଏକ କାରର ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ତାରାପୁର ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ଆନନ୍ଦ ଜିଲ୍ଲାର ତାରାପୁରକୁ ସଂଯୋଗ କରୁଥିବା ରାଜପଥରେ ଏହି ଦୁର୍ଘଟଣା ଘଟିଛି। Gujarat: 10 members of a family, including a child, died in a collision between […]

ଗୁଜରାଟ: ଗୁଜରାଟର ଆନନ୍ଦ ଜିଲ୍ଲାର ଇନ୍ଦ୍ରନାଜ ଗ୍ରାମ ନିକଟରେ ବୁଧବାର ସକାଳେ ଏକ କାରର ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ତାରାପୁର ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ଆନନ୍ଦ ଜିଲ୍ଲାର ତାରାପୁରକୁ ସଂଯୋଗ କରୁଥିବା ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ସୂଚନାଅନୁଯାୟୀ, କାରରେ ଥିବା ଏକ ଛୋଟପିଲା ସମେତ ୧୦ ଜଣ ଲୋକ ଥିଲେ, ଯାହା ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା। କାରରେ ଥିବା ସମସ୍ତ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତଦେହକୁ କାରରୁ ଉଦ୍ଧାର କରାଯାଇ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀ କହିଛନ୍ତି।

16 Jun 2021 By The Sakala

ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ ମୃତ

ଗୁଜରାଟ: ଗୁଜରାଟର ଆନନ୍ଦ ଜିଲ୍ଲାର ଇନ୍ଦ୍ରନାଜ ଗ୍ରାମ ନିକଟରେ ବୁଧବାର ସକାଳେ ଏକ କାରର ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ତାରାପୁର ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ଆନନ୍ଦ ଜିଲ୍ଲାର ତାରାପୁରକୁ ସଂଯୋଗ କରୁଥିବା ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ସୂଚନାଅନୁଯାୟୀ, କାରରେ ଥିବା ଏକ ଛୋଟପିଲା ସମେତ ୧୦ ଜଣ ଲୋକ ଥିଲେ, ଯାହା ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା। କାରରେ ଥିବା ସମସ୍ତ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତଦେହକୁ କାରରୁ ଉଦ୍ଧାର କରାଯାଇ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର