ନିଆରା ବରଯାତ୍ରୀ: ବୁଲଡୋଜରରେ ଆସିଲା ବର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଲକ୍ଷ୍ନୌ: ବୁଲଡୋଜରରେ ଆସିଲା ବର। ଘୋଡ଼ା କିମ୍ବା ଗାଡ଼ିରେ ନୁହେଁ ବରଂ ବୁଲଡୋଜରରେ ବସିକରି ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଥିଲା ବର। ଏଭଳି ଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ମଣପୁର ଗାଁରେ। ଯେଉଁଠି ସଲୀମ ନାମକ ବ୍ୟକ୍ତିର ଝିଅ ରୁବିନାର ବାହାଘର ଆଲା ଗାଁର ଜଣେ ଯୁବକ ସହ ଠିକ ହୋଇଥିଲା। । ଆଉ ବାହାଘର ଦିନ ଡିଜେ ଗୀତ ସହ ସୁସଜ୍ଜିତ ବୁଲଡୋଜରରେ ବସି କନ୍ୟାଘରେ ପହଞ୍ଚିଥିଲା ବର। ଏପରି ଅନନ୍ୟ ବୁଲଡୋଜରେ ବରଯାତ୍ରୀ ଯାଉଥିବା […]
ଲକ୍ଷ୍ନୌ: ବୁଲଡୋଜରରେ ଆସିଲା ବର। ଘୋଡ଼ା କିମ୍ବା ଗାଡ଼ିରେ ନୁହେଁ ବରଂ ବୁଲଡୋଜରରେ ବସିକରି ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଥିଲା ବର। ଏଭଳି ଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ମଣପୁର ଗାଁରେ। ଯେଉଁଠି ସଲୀମ ନାମକ ବ୍ୟକ୍ତିର ଝିଅ ରୁବିନାର ବାହାଘର ଆଲା ଗାଁର ଜଣେ ଯୁବକ ସହ ଠିକ ହୋଇଥିଲା। । ଆଉ ବାହାଘର ଦିନ ଡିଜେ ଗୀତ ସହ ସୁସଜ୍ଜିତ ବୁଲଡୋଜରରେ ବସି କନ୍ୟାଘରେ ପହଞ୍ଚିଥିଲା ବର। ଏପରି ଅନନ୍ୟ ବୁଲଡୋଜରେ ବରଯାତ୍ରୀ ଯାଉଥିବା ଦୃଶ୍ୟ ଦେଖିବାକୁ ପୁରା ଗାଁ ଏକାଠି ହୋଇଯାଇଥିଲେ। ଏହି ବରଯାତ୍ରୀରେ ଗୋଟିଏ ନୁହେଁ ବରଂ ୬ଟି ବୁଲଡୋଜର ସାମିଲ ଥିଲା । ଏପରି ଶୋଭାଯାତ୍ରା ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିବା ଗାଁ ଲୋକେ ‘ଜୟ ହୋ ବୁଲଡୋଜର ବାବା କି’ ନାରା ମଧ୍ୟ ଲଗାଇଥିଲେ। ଏହି ଭିଡିଓ ଏବେ ଶୋସିଆଲ ମିଡିଆରେ ଭାଇରା ହେଉଛି। ଯାହା ଏବେ ଚର୍ଚ୍ଛାର ବିଷୟ ପାଲଟିଛି।
UP : मुस्लिम युवक की बुलडोजर पर निकली बारात, बहराइच जनपद की ये अनोखी शादी बनी चर्चा का विषय. pic.twitter.com/pZ7Y6rNJRg
ଆହୁରି ପଢ଼ନ୍ତୁ: ଆମେରିକା ସେନାର ବଡ଼ ସଫଳତା: ମିଳିତ ଅପରେସନରେ ନିହତ ହେଲା ଆଇଏସଆଇଏସର ଦ୍ୱିତୀୟ ବଡ଼ ଆତଙ୍କବାଦୀ ଅବୁ-ବିଲାଲ— News24 (@news24tvchannel) June 19, 2022
ନିଆରା ବରଯାତ୍ରୀ: ବୁଲଡୋଜରରେ ଆସିଲା ବର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଲକ୍ଷ୍ନୌ: ବୁଲଡୋଜରରେ ଆସିଲା ବର। ଘୋଡ଼ା କିମ୍ବା ଗାଡ଼ିରେ ନୁହେଁ ବରଂ ବୁଲଡୋଜରରେ ବସିକରି ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଥିଲା ବର। ଏଭଳି ଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ମଣପୁର ଗାଁରେ। ଯେଉଁଠି ସଲୀମ ନାମକ ବ୍ୟକ୍ତିର ଝିଅ ରୁବିନାର ବାହାଘର ଆଲା ଗାଁର ଜଣେ ଯୁବକ ସହ ଠିକ ହୋଇଥିଲା। । ଆଉ ବାହାଘର ଦିନ ଡିଜେ ଗୀତ ସହ ସୁସଜ୍ଜିତ ବୁଲଡୋଜରରେ ବସି କନ୍ୟାଘରେ ପହଞ୍ଚିଥିଲା ବର। ଏପରି ଅନନ୍ୟ ବୁଲଡୋଜରେ ବରଯାତ୍ରୀ ଯାଉଥିବା ଦୃଶ୍ୟ ଦେଖିବାକୁ ପୁରା ଗାଁ ଏକାଠି ହୋଇଯାଇଥିଲେ। ଏହି ବରଯାତ୍ରୀରେ ଗୋଟିଏ ନୁହେଁ ବରଂ ୬ଟି ବୁଲଡୋଜର ସାମିଲ ଥିଲା । ଏପରି ଶୋଭାଯାତ୍ରା ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିବା ଗାଁ ଲୋକେ ‘ଜୟ ହୋ ବୁଲଡୋଜର ବାବା କି’ ନାରା ମଧ୍ୟ ଲଗାଇଥିଲେ। ଏହି ଭିଡିଓ ଏବେ ଶୋସିଆଲ ମିଡିଆରେ ଭାଇରା ହେଉଛି। ଯାହା ଏବେ ଚର୍ଚ୍ଛାର ବିଷୟ ପାଲଟିଛି।
UP : मुस्लिम युवक की बुलडोजर पर निकली बारात, बहराइच जनपद की ये अनोखी शादी बनी चर्चा का विषय. pic.twitter.com/pZ7Y6rNJRg
— News24 (@news24tvchannel) June 19, 2022