ପଠାନକୋଟ ସେନା ଶିବିର ନିକଟରେ ଗ୍ରେନେଡ ବିସ୍ଫୋରଣ

The Sakala Picture
Published On

ପଠାନ୍‌କୋଟ୍‌: ପଞ୍ଜାବର ପଠାନ୍‌କୋଟ୍‌ ଆର୍ମି ଷ୍ଟେସନ୍‌ର ତ୍ରିବେଣୀ ଗେଟ୍‌ ନିକଟରେ ଗୋଟାଏ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଏ ନେଇ  ‘ଏସ୍‌ଏସ୍‌ପି’ ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି। ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଚେକ୍‌-ପୋଷ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି। Punjab | A grenade blast took place near Triveni Gate of an Army camp in Pathankot. Further investigation is underway. CCTVs footage will be probed: SSP […]

ପଠାନ୍‌କୋଟ୍‌: ପଞ୍ଜାବର ପଠାନ୍‌କୋଟ୍‌ ଆର୍ମି ଷ୍ଟେସନ୍‌ର ତ୍ରିବେଣୀ ଗେଟ୍‌ ନିକଟରେ ଗୋଟାଏ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଏ ନେଇ  ‘ଏସ୍‌ଏସ୍‌ପି’ ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି। ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଚେକ୍‌-ପୋଷ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ସୂଚନା ଅନୁଯାୟୀ, ସେ ଅଞ୍ଚଳ ଦେଇ ଗୋଟାଏ ବିବାହ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କେତେକ ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲ୍‌ରେ ଆସି ଆର୍ମି ଷ୍ଟେସନ୍‌ ଗେଟ୍‌ ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ପଠାନ୍‌କୋଟ୍‌ର ଧୀରପୁଲ ନିକଟରେ ଅବସ୍ଥିତ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିଟକରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବା କଥା ଏପର୍ଯ୍ଯନ୍ତ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରୁଛି। ବିସ୍ଫୋରଣ ସ୍ଥାନରୁ ସେମାନେ ଗ୍ରେନେଡ୍‌ର ଟୁକୁରା ପାଇଛନ୍ତି।

22 Nov 2021 By The Sakala

ପଠାନକୋଟ ସେନା ଶିବିର ନିକଟରେ ଗ୍ରେନେଡ ବିସ୍ଫୋରଣ

ପଠାନ୍‌କୋଟ୍‌: ପଞ୍ଜାବର ପଠାନ୍‌କୋଟ୍‌ ଆର୍ମି ଷ୍ଟେସନ୍‌ର ତ୍ରିବେଣୀ ଗେଟ୍‌ ନିକଟରେ ଗୋଟାଏ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଏ ନେଇ  ‘ଏସ୍‌ଏସ୍‌ପି’ ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି। ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଚେକ୍‌-ପୋଷ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ସେ ଅଞ୍ଚଳ ଦେଇ ଗୋଟାଏ ବିବାହ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କେତେକ ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲ୍‌ରେ ଆସି ଆର୍ମି ଷ୍ଟେସନ୍‌ ଗେଟ୍‌ ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ପଠାନ୍‌କୋଟ୍‌ର ଧୀରପୁଲ ନିକଟରେ ଅବସ୍ଥିତ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିଟକରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବା କଥା ଏପର୍ଯ୍ଯନ୍ତ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରୁଛି। ବିସ୍ଫୋରଣ ସ୍ଥାନରୁ ସେମାନେ ଗ୍ରେନେଡ୍‌ର ଟୁକୁରା ପାଇଛନ୍ତି।

https://www.thesakala.in/national-international/grenade-blast-near-armys-triveni-gate-in-pathankot/article-7034
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର